ନକଲି ହ୍ୟାଣ୍ଡଓ୍ୱାଶ୍‌ ଓ ସାନିଟାଇଜର ଜବତ

Spread the love

ଭୁବନେଶ୍ୱର, ୦୧/୦୪ (ସନ୍ଧାନ ନିୟୁଜ): କାରୋନା ପାଇଁ ବଜାରରେ ହ୍ୟାଣ୍ଡୱାଶ୍‌ ଓ ସାନିଟାଇଜରର ଚାହିଦା ବଢୁଛି। ଏସବୁ ମିଳୁନଥିବାରୁ ଚଢା ଦାମରେ ବିକ୍ରି ହେଉଥିବା ବେଳେ କଳାବଜାରୀ ଫାଇଦା ଉଠାଉଛନ୍ତି। ଏଇ ମଉକାରେ ରାଜଧାନୀର ଝାରପଡ଼ା ଅଞ୍ଚଳରେ ପ୍ରସ୍ତୁତ ହେଉଥିଲା ନକଲି ହ୍ୟାଣ୍ଡଓ୍ୱାଶ୍‌ ଓ ସାନିଟାଇଜର। ସୋମବାର ଡ୍ରଗ୍ ଇନସପେକ୍ଟର ଚଢ଼ଉ କରି ବିପୁଳ ପରିମାଣର ସାମଗ୍ରୀ ଜବତ କରିଛନ୍ତି। ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୩ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।

  

Related Posts

About The Author

Add Comment