ନକଲି କଫ୍‌ ସିରଫ୍‌ ଜବତ, ୪ ଗିରଫ

Spread the love

ନୂଆପଡା ୨୪ ।୧(ସନ୍ଧାନ ନିୟୁଜ) : ନୂଆପଡା ପୋଲିସ ଏକ ଟାଟାଏସି ଗାଡି ସହ ୮୧୨୩ ବୋତଲ କଫ୍ ସିରଫ୍ ଜବତ। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ନୂଆପଡ଼ା ଏସ୍‌ପି ବିନିତ ଅଗ୍ରଓ୍ବାଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।ପଡୋଶୀ ଛତିଶଗଡ ଆଡ଼ୁ ସକାଳୁ ନୂଆପଡା ଦେଇ କୋମନା ଯାଉଥିବା ଏକ ଟାଟା ଏସିକୁ ସ୍ଥାନୀୟ ଲୋକେ ସିଲଦାଠାରେ ଅଟକାଇ ଥିଲେ। ଏହା ପରେ ମାଜିଷ୍ଟ୍ରେଟ୍‌ ଓ ଡ୍ରଗ ଇନ୍‌ସପେକ୍ଟରଙ୍କ ଉପସ୍ଥିତିରେ ତଦନ୍ତ ଆରମ୍ଭ ହୋଇଥିଲା। ଏହି ଗାଡ଼ିରୁ ବିଭିନ୍ନ ବ୍ରାଣ୍ଡର ୬୪ ପେଟି କଫ୍ ସିରଫ ପୋଲିସ୍ ଜବତ କରିଛି।

Related Posts

About The Author

Add Comment