ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଶୁଭିଲା ପ୍ରଚଣ୍ଡ ଶବ୍ଦ

Spread the love

ଯାଜପୁର,୨୦/୧୧/୨୦୨୦ (ସନ୍ଧାନ ନିଉଜ): ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଶୁଭିଲା ପ୍ରଚଣ୍ଡ ଶବ୍ଦ। ସୂଚନାଅନୁସାରେ, ଅପରାହ୍ନ ସମୟରେ ଶବ୍ଦ ଶୁଭାଯାଇଚଛି। ପ୍ରଚଣ୍ଡ ଶଦ୍ଦ ଶୁଣି ସ୍ଥାନୀୟ ଲୋକେ ଆତଙ୍କିତ ହୋଇଛନ୍ତି। ବିଶେଷକରି ଚଣ୍ଡିଖୋଲ, ଯାଜପୁର ଟାଉନ, ବିଂଝାରପୁର ଏବଂ ଭଦ୍ରକର ଭଣ୍ଡାରିପୋଖରୀ ଅଞ୍ଚଳର ଲୋକେ ଏହି ଶବ୍ଦ ଶୁଣିଥିବାର କହୁଛନ୍ତି। ଲୋକାମାନେ ଏହି ଭୟଭୀତ ଶଦ୍ଧ ଶୁଣିବାପରେ ଅନେକ ପ୍ରକାରର ଚର୍ଚ୍ଚା କରିଛନ୍ତି। ତେବେ ଏହା ପଛର କାରଣ ଜଣାପଡିନାହିଁ।

Related Posts

About The Author

Add Comment