ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି – ଆଜି ସର୍ବାଧିକ, ଦେଶରେ ୨୭,୧୧୪ ହଜାର ନୂଆ କରୋନା ଆକ୍ରାନ୍ତ

Spread the love

ନୂଆ ଦିଲ୍ଲୀ୧୧ /୦୭ (ସନ୍ଧାନ ନିଉଜ) : ଆଜିବି ଦେଶରେ ୨୭,୧୧୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୫୧୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮,୨୦,୯୧୬ କୁ ବୃଦ୍ଧି ପାଇଛି ଏବଂ ୨,୮୩,୪୦୭ ଜଣ ସକ୍ରୀୟ ଆକ୍ରାନ୍ତ ଥିବା ବେଳେ ୫,୧୫,୩୮୬ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୨୨,୧୨୩ କୁ ବୃଦ୍ଧି ପାଇଛି।

Related Posts

About The Author

Add Comment