ଦେଶ ପାଇଁ ପୁଣି ଜଣେ ଓଡ଼ିଆ ସହିଦ

Spread the love

ରାଇରଙ୍ଗପୁର-୧୩/୩/୨୦୨୧(ସନ୍ଧାନ ନ୍ୟୁଜ୍/ପରେଶ୍ଚନ୍ଦ୍ର ଷଡଙ୍ଗୀ) ଦେଶ ପାଇଁ ପୁଣି ଜଣେ ଓଡ଼ିଆ ସହିଦ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅନ୍ତର୍ଗତ ସାନପାଖନା ଗ୍ରାମ ର ସୈନିକ ଫାଗୁରାମ ମାରାଣ୍ଡି ସହିଦ୍ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ସାନପାଖନା ଗ୍ରାମ ର ଦେହାନ ମାରାଣ୍ଡି ଙ୍କ ପୁତ୍ର ଫାଗୁରାମ ମାରାଣ୍ଡି (୫୨) ସୈନିକ ବିଭାଗରେ S,S,B ପଦବିରେ ୧୫ ବର୍ଷ କାର୍ଯ୍ୟରତ ଆର୍ମି ଭାବେ କାର୍ଯ୍ୟ କରୁଥିଲେ।ହଟାତ ତାଙ୍କ ହୃଦଘାତ ଜନିତ ରୋଗ ରେ ପିଡିତ ହେବାଦ୍ବାରା (୧୧) ତାରିଖ ସେ କାର୍ଯ୍ୟ ଭାର ଓ ବନ୍ଧୁ ବର୍ଗଙ୍କୁ ତଥା ଦେଶ ବାଶିଙ୍କୁ ଛାଡ଼ି ଶହିଦ ହୋଇଯାଇଛନ୍ତି । ଦୁଃଖର ବିଷୟ ଏହିକି ଆଜି ମୟୂରଭଞ୍ଜ ମାଟି ତଥା ବ୍ରାହ୍ମଣି ଘାଟି ତାର ବିର ପୁତ୍ରକୁ ହରାଇ ବସିଛି।

Related Posts

About The Author

Add Comment