ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪, ୦୩, ୭୩୮ ନୂଆ COVID19 ସଂକ୍ରମଣ ୪, ୦୯୨ ମୃତ୍ୟୁ ରିପୋର୍ଟ

Spread the love

ନୂଆଦିଲ୍ଲୀ ୦୯/୦୫ (ସନ୍ଧାନ ନିଉଜ) ବର୍ତ୍ତମାନ ଆସିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪, ୦୩, ୭୩୮ ନୂଆ COVID19 ସଂକ୍ରମଣ ରେକର୍‍ଡ ହୋଇଥିବା ବେଳେ ୩, ୮୬, ୪୪୪ ଜଣ ଆରୋଗ୍ୟ ହୋଇ ଡିସଚାର୍ଜ ହୋଇଛନ୍ତି। ୪, ୦୯୨ ମୃତ୍ୟୁ ରିପୋର୍ଟ ହୋଇଛି।

ମୋଟ ସଂକ୍ରମଣ : ୨, ୨୨, ୯୬, ୪୧୪ କୁ ବୃଦ୍ଧି ପାଇଛି।

ସମୁଦାୟ ସୁସ୍ଥ ହୋଇଛନ୍ତି : ୧, ୮୩, ୧୭, ୪୦୪

ମୋଟ ମୃତ୍ୟୁ ସଂଖ୍ୟା: ୨, ୪୨, ୩୬୨

ସକ୍ରିୟ ମାମଲା: ୩୭, ୩୬, ୬୪୮

ମୋଟ ଟୀକାକରଣ ହୋଇଛି: ୧୬, ୯୪, ୩୯, ୬୬୩

Related Posts

About The Author

Add Comment