ବଡଚଣା (ସନ୍ଧାନ ନିୟୁଜ/ ବିମାଲ ବେହେରା) ବଡଚଣା ବ୍ଲକର ଭରତପୁର ପିଇଓ ପ୍ରଶାନ୍ତ ଜେନା ଗୁରୁତର ହୋଇଥିବା ସୂଚନା ମିଳିଛି । କୋବିଡ ପାଇଁ ପଂଚାୟତରେ କାର୍ଯ୍ୟ ଚାଲୁଥିବା ବେଳେ କାର୍ଯ୍ୟ ତଦରକ କରି ପୁଣି ଘରକୁ ଫେରୁଥିବା ବେଳେ ପାରି ପଲେଇ ଛକ ନିକଟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ତାଙ୍କ ଗୋଡ ଉମରେ ମାଡିଯାଇଥିଲା । ଫଳରେ ଘଟଣା ସ୍ଥଳରେ ସେ ଗରୁତର ହୋଇପଡିଥିଲେ । ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବଡଚଣା ମେଡିକାଲରେ ଭତ୍ତି କରାଯାଇଥିବା ସୂଚନା ମିଳିଛି ।
ଦୃର୍ଘଟଣାରେ ଭରତପୁର କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୁରୁତର
|
May 7, 2020 |



