ଦୁଷ୍କର୍ମକାରୀ ଥାନାବାବୁଙ୍କ ଡାକ୍ତରୀ ମାଇନା

Spread the love
ରାଉରକେଲା, ୦୨/୦୭/୨୦ (ସନ୍ଧାନ ନିଉଜ) : ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ବିରମିତ୍ରପୁର ଥାନାର ପୂର୍ବତନ ଆଇଆଇସି ଆନନ୍ଦ ମାଝୀଙ୍କ ଡାକ୍ତରୀ ମାଇନା ହୋଇଛି । ବୁଧବାର ଅନୁଗୋଳରୁ ତାଙ୍କୁ ଗିରଫ ପରେ ଅଧିକ ଯାଞ୍ଚ ପାଇଁ ବିରମିତ୍ରପୁର ଅଣାଯାଇଛି । କଡା ସୁରକ୍ଷା ମଧ୍ୟରେ ତାଙ୍କୁ ସରକାରୀ ହସ୍ପିଟାଲ ନିଆଯାଇ ପରୀକ୍ଷା କରାଯାଇଥିଲା । ରୀହ ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାରେ ପୋଲିସ ଆନନ୍ଦ ମାଝୀଙ୍କୁ ଅନୁଗୋଳରୁ ଗିରଫ କରିଥିଲା । ଏଭଳି ଲଜ୍ଜାଜନକ ଘଟଣାରେ ପୋଲିସ 6 ଜଣଙ୍କ ନାମରେ ମାମଲା ରୁଜ୍ଜୁ କରିଛି ।

Related Posts

About The Author

Add Comment