ଦୁର୍ବୃତ୍ତ ନାବାଳକର ବେକ କାଟି ଦେଲେ

Spread the love

ମାର୍ଶାଘାଇ, ୦୪.୦୨.୨୦୨୧(ସନ୍ଧାନ ନିଉଜ୍ ):- ନାବାଳକର ବେକ କାଟି ଦେଲା ଦୁର୍ବୃତ୍ତ। ମାମୁଁ ଘରକୁ ବୁଲିବାକୁ ଯାଇଥିଲେ ନାବାଳକ ଜଣଙ୍କ। କେନ୍ଦ୍ରାପଡା ଜିଲ୍ଲା ସଦରଥାନା ଅଞ୍ଚଳର ଟୁବିହୁଡା ଗ୍ରାମରେ ତାଙ୍କ ମାମୁଁ ଘର। ମାମୁଁ ଘରକୁ ବୁଲିବାକୁ ଯାଇଥିବା ନାବାଳକର ବେକ କାଟିବା ସହ ତା ହାତ ନଖକୁ ପଥରରେ ଛେଚି ଦେଇଥିଲେ ଦୁର୍ବୃତ୍ତମାନେ। ଗୁରୁତର ଅବସ୍ଥାରେ ତାଙ୍କୁ ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। କାହିଁକି ନାବାଳକର ବେକ କାଟିଲେ, ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ।

Related Posts

About The Author

Add Comment