ଦୁଇ ଟ୍ରେନ ମୁହାଁମୁହିଁ ଧକ୍କା; ୩୦ ଆହତ

Spread the love

ନୂଆଦିଲ୍ଲୀ, ୧୧/୧୧ (ସନ୍ଧାନ ନିଉଜ) : ଦକ୍ଷିଣ ମଧ୍ୟ ରେଲୱେ ଅନ୍ତର୍ଗତ ତେଲେଙ୍ଗାନାର କଚେଗୁଡ଼ା ଷ୍ଟେସନ ନିକଟରେ ଏମଏମଟିଏସ୍ ଏବଂ କୋଂଗୁ ଏକ୍ସପ୍ରେସ ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩୦ରୁ ଉର୍ଦ୍ଦ୍ଵ ଯାତ୍ରୀ ଆହତ ହୋଇଛନ୍ତି।ଦୁର୍ଘଟଣାର କାରଣ ଏ’ପର୍ଯ୍ୟନ୍ତ ଜଣାପଡ଼ି ନାହିଁ।ଉଦ୍ଧାର କାର୍ଯ୍ୟ ଜାରୀ ରହିଛି।କାହାର ମୃତ୍ୟୁ ହୋଇଥିବା ନେଇ କୌଣସି ସୂଚନା ନାହିଁ।

Related Posts

About The Author

Add Comment