ଦିଲ୍ଲୀ ଷ୍ଟେଟ୍ କ୍ୟାନସର ହସ୍ପିଟାଲର ଜଣେ ଡାକ୍ତର, ଜଣେ ନର୍ସ ଏବଂ ସଫାଇ କର୍ମଚାରୀ କରୋନା ପଜିଟିଭ

Spread the love

ନୂଆଦିଲ୍ଲୀ ୦୯/୦୪ (ସନ୍ଧାନ ନିୟୁଜ) : ଦିଲ୍ଲୀ ଷ୍ଟେଟ କ୍ୟାନସର ହସ୍ପିଟାଲର ଜଣେ ଡାକ୍ତର, ଜଣେ ନର୍ସିଂ କର୍ମଚାରୀଙ୍କ ସଦସ୍ୟ ଏବଂ ପରିମଳ କର୍ମଚାରୀଙ୍କର କରୋନା ଟେଷ୍ଟ ପଜିଟିଭ୍ ଆସିଛି। ଏଠାରେ ସମୁଦାୟ ୨୧ ଜଣ ସ୍ୱାସ୍ଥ୍ୟ କର୍ମୀ ଅଛନ୍ତି। ୧୯ ଜଣ ରୋଗୀଙ୍କ ନମୁନା ଟେଷ୍ଟ ପାଇଁ ପଠାଯାଇଛି। ୪୫ଜଣ ହସ୍ପିଟାଲର କର୍ମଚାରୀଙ୍କୁ ଘରେ ପୃଥକବାସରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। from- ODIAPUA

Related Posts

About The Author

Add Comment