“ଦିନଚର୍ଯ୍ୟା” ପକ୍ଷରୁ କବାଟବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସରଙ୍କୁ ସମ୍ବର୍ଦ୍ଧନା

Spread the love
ଯାଜପୁର/୦୭/୦୩ (ସନ୍ଧାନ ନିଉଜ୍ /ପ୍ରଶାନ୍ତ ସାମଲ ) ଆଜି ଗୌତମ ବୃଦ୍ଧ ସଂସ୍କୃତି ଭବନ ଯାଜପୁର ଠାରେ ଦୈନିକ ଖବର କାଗଜ ଦିନ ଚର୍ଯ୍ୟାର  ୧୦ ତମ ସ୍ଵ ନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହେଇଯାଇଛି ଏ ଥିରେ   ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ । ଏଥିରେ ଯେଉଁ ବରେଣ୍ୟ ଅତିଥି ବୃନ୍ଦ ଯୋଗ ଦେଇଥିଲେ ସେମାନେ ହେଲେ ଯଯାତି କେଶରୀ ଦାସ ପୂର୍ବତନ ପୌର ପାଳ, ଯାଜପୁର ପୌରପାଳିକା ଉଦଘାଟ ,ନରେନ୍ଦ୍ର ଚନ୍ଦ୍ର ମହାନ୍ତି ଅଧ୍ୟକ୍ଷ ଜିଲ୍ଲା ପରିଷଦ ଯାଜପୁର ସମ୍ମାନିତ ଅତିଥି, ଭାଗବତ ତ୍ରିପାଠୀ ସଭାପତି, ouwj ଓଡ଼ିଶା ଆମ ଏତିଥି ,ପ୍ରସନ୍ନ ପାଟ୍ଟସାହାଣୀ ପୂର୍ବତନ ସାଂସଦ ସାରସ୍ମତ ସ୍ରଷ୍ଟା ଭୁବନେଶ୍ୱର ମୁଖ୍ୟ ବକ୍ତା, ରବି ଦାସ ବରିଷ୍ଠ ସାମ୍ବାଦିକ ଭୁବନେଶ୍ୱର ସମ୍ମାନିତ ଅତିଥି, ଅର୍ଜ୍ଜୁନ ମୁଦୁଲି ସମ୍ପାଦକ ବିଶ୍ୱବାଣୀ ଆମ ଅତିଥି ମାନେ ଉପସ୍ଥିତ ରହି କବାଟବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ରର ସୁନାମ ଧନ୍ୟ ମେଡିକାଲ ଅଫିସର ଡ଼ା ନିହାର ରଞ୍ଜନ କରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଡ଼ା କର ପେସାରେ ଜଣେ ଡାକ୍ତର ହେଲେବି ମଧ୍ୟ ନିଶାତାଙ୍କର ସମାଜ ସେବା ,ସେ ଏକା ଧାରାରେ ଜଣେ ମେଡିକାଲ ଅଫିସର ଜଣେ  ଡାକ୍ତର ଜଣେ ସମାଜ ସେବକ ଜଣେ ଦରଦୀ ବନ୍ଧୁ , ମିଷ୍ଟା ଭାଷୀ ,ପରଉପକାରି ସେ ବହୁ କମ ଦିନ ଭିତରେ କବାଟବନ୍ଧ ଅଂଚଳରେ ପ୍ରାୟ ସମସ୍ତଙ୍କ ମନରେ ବସା ବାନ୍ଧି ସାରିଛନ୍ତି ,ତାଙ୍କର ଏହି ସେବା ମନଭାବକୁ ନେଇ  ଅନୁଷ୍ଠାନ ଏକ ଗର୍ବ ଅନୁଭବ କରିଥିଲା । ଏହି  ସ୍ଵ ନକ୍ଷତ୍ର ଅବସରରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସାଙ୍ଗକୁ ସଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକମନ ମୋହିଥିଲା ।।

Related Posts

About The Author

Add Comment