ଥରେ ବିଧାୟକ ହେଲେ ପରିବାର ବନ୍ଧୁ ପରିଜନବି ପାୱାରଫୁଲ : ମଦୁଆ ଭଣଜା ଥାନାରେ ଅଟକ ହେବାରୁ ପୋଲିସକୁ ନାଲିଆଖି ଦେଖାଇଲେ ବିଧାୟିକା ଶାଶୁ

Spread the love
ରାଜସ୍ଥାନ, 19/10/2021 (ସନ୍ଧାନ ନିଉଜ) ରାଜସ୍ଥାନର ଯୋଦ୍ଧପୁର ରାତାନାଡ଼ା ଥାନା ବର୍ତ୍ତମାନ ପୁଣି ଚର୍ଚ୍ଚାରେ ଆସିଛି ।  ରାତାନାଡ଼ା ଥାନାରେ ଜଣେ କଂଗ୍ରେସ ବିଧାୟକା ନିଜ ଭଣଜାଙ୍କୁ ଥାନାରୁ ନେବା ପାଇଁ ଗତକାଲି ରାତିରେ ଥାନାରେ ପହଂଚିବା ସହ ପୋଲିସ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିଛନ୍ତି ।  ସୂଚନା ଅନୁସାରେ, ଶେରଗଡ଼ ବିଧାନସଭାର ବିଧାୟିକ  ମୀନା କଂବରଙ୍କ ଭଣଜାଙ୍କୁ ପୋଲିସ ନିଶା ସେବନ କରି ଗାଡ଼ି ଚଳାଇବା ଅଭିଯୋଗରେ ଥାନାରେ ଅଟକ ରଖିଥିଲା । କେବଳ ଏତିକି ନୁହେଁ ତାଙ୍କ ବିରୋଧରେ ଚାଲାଣ ମଧ୍ୟ କଟାଯାଇଥିଲା ।

Related Posts

About The Author

Add Comment