ଗଁଦିଆ/୦୮/୦୪/ସନ୍ଧାନ ନିଉଜ୍/ ଆପଣମାନେ ଜାଣିଥିବେ କିଛିଦିନତଳେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରିଥିବାଵେଳେ ସଵୁସରପନ୍ଚପ୍ରାର୍ଥୀମାନେ ନିଜନିଜ
ଅର୍ଥଵଳରେ ବିଜୟଟିକା ପିନ୍ଧିଛନ୍ତି। କିନ୍ତି, ଆପଣଙ୍କୁ ଏଭଳି ଏକ ଘଟଣା ଦେଖାଉଛି। ଆପଣସୁଣିଲେବି ଆଶ୍ଚର୍ଯ୍ୟ ହୋଇଯିବେ। ଢେଙ୍କାନାଳଜିଲ୍ଲା ଗଁଦିଆବ୍ଲକ ୨୯ ଟି ପଞ୍ଚାୟତଥିବାବେଳେ ତତ୍ମଧ୍ୟରେ କାଶିପୁର ପଞ୍ଚାୟତ ଅନ୍ୟତମ। ଭୋଟରସଂଖ୍ୟା ୨୯୦୦ ଥିବାବେଳେ
ଆଠଗୋଟି ସରପଞ୍ଚ ରଣାଗଂନକୁ ଅବତରଣ କରିଥିଲେ। ଏଠି ଅର୍ଥବଳ
ପ୍ରୟୋଗକରି। ଚନ୍ଚଳାବାଳା ବାରିକ ଅଳ୍ପକିଛି ଭୋଟରେ ଅପ୍ରତିଦ୍ବନ୍ଦୀପ୍ରାର୍ଥନି ସୂର୍ଣମିତ୍ରା ଶତପଥିଙ୍କୁ ପଛରେ ପକାଇ ବିଜୟରଟିକା ପିନ୍ଧିଥିଲେ। ବଡ଼ଅନୁ
ତାପର ଵିଷୟ ସରକାର ଙ୍କ ନିୟମକୁ ଖୋଲା ଉଲ୍ଲଘଂନ କରୁଛନ୍ତି
ସରପନ୍ଚ। ଯେତେଵେଳେ ସମଗ୍ରରାଜ୍ୟରେ ଇଲେକ୍ସନ କମିସନର ଙ୍କ କଥାକୁ ସଵୁସରପନ୍ଚ
ସମର୍ଥନ କରୁଥିବାବେଳେ ଏଠି ଖୋଲାଖୁଲି ଉଲ୍ଲଂଘନ କରୁଛନ୍ତି ମହୋଦୟା। ଏଠି ୧୫ଗୋଟି ୱାଡଥିବାବେଳେ। ସରକାରଙ୍କ ନିୟମାନୁଯାଇ ୨ ଟି ୱାଡରେ ଉପଯୁକ୍ତ ପ୍ରାର୍ଥୀ ନଥିବାରୁ ୨ଟି ୱାଡରୁ
ଇଲେକ୍ସନ ହୋଇପାରିନଥିଲା। ଏଠି ଵିରୋଧିଙ୍କ ପାଖରେ ଅଧାରୁ ଅଧିକ ୱାଡ ସଭ୍ୟ ଥିବାବେଳେ ସରପଞ୍ଚ ଵାରମ୍ବାର ଅନୁପସ୍ଥିତ ରହିଵା ଅର୍ଥବଳକୁ ଲୋକଲୋଚନକୁ ଆଣୁଛି
ଜାହାଫଳରେ। କିଭଳି ଆଗାମିଦିନ
ରେ। କାଶୀପୁର ପଞ୍ଚାୟତ କିଭଳି ଦ୍ରୃନିତି ମୁକ୍ତହେଵ (ଗରିବ, ଖଟିଖିଆ ଏ ପିସି ନ ଦେଇ କିଭଳି ପ୍ରତେକ ଲୋକ ନ୍ୟାୟପାଇପାରିବେ। ଆଜି ଧନିଆନାଳୀ ଠାରେ ପ୍ରଥମ ବ୍ୟୈଠକ କର୍ମିମାନଙ୍କ ଦ୍ୱାରା ହୋଇଥିଲା ।