ତିହିଡ଼ିରେ ଅଜଣା ଜନ୍ତୁର ଆତଙ୍କ

Spread the love

ତିହିଡ଼ି, ୨୯/୧୦ (ସନ୍ଧାନ ନିଉଜ) : ମଙ୍ଗଳବାର ଭଦ୍ରକର ତିହିଡ଼ି ବ୍ଲକ ଅନ୍ତର୍ଗତ ସୟା ଗ୍ରାମପଞ୍ଚାୟତ ସ୍ଥିତ ମଥୁରାପୁର କେନାଲ ଆଡ଼ିରେ ଅଜଣା ଜନ୍ତୁର ଆତଙ୍କ ସୃଷ୍ଟି ହୋଇଛି। ସକାଳ ସମୟରେ କେନାଲ ଆଡ଼ିରେ ଦୁଇଟି ବାଘ ବୁଲୁଥିବାର ଗ୍ରାମବାସୀଙ୍କ ଠାରୁ ଜଣାପଡ଼ିଛି। ଏହା ଜଣାପଡ଼ିବା ପରେ ଗ୍ରାମରେ ଏକ ପ୍ରକାର ଭୟର ବାତାବରଣ ଖେଳି ଯାଇଛି। ଖବର ପାଇ ବନବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

Related Posts

About The Author

Add Comment