ନୂଆଦିଲ୍ଲୀ, ୨୬ /୧/୨୦ (ସନ୍ଧାନ ନିଉଜ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣତନ୍ତ୍ର ଦିବସ ଅବସରରେ ନୂଆ ପରମ୍ପରା ସୃଷ୍ଟି କରିଛନ୍ତି। ଇଣ୍ଡିଆ ଗେଟ ସ୍ଥିତ ଅମର ଯବାନ ଜ୍ୟୋତିକୁ ନଯାଇ ଶହୀଦଙ୍କ ପାଇଁ ତିଆରି ହୋଇଥିବା ରାଷ୍ଟ୍ରୀୟ ସ୍ମାରକ ପୀଠକୁ ଯାଇଥିଲେ ପ୍ରଧାନମନ୍ତ୍ରୀ। ସେଠାରେ ଶହୀଦଙ୍କୁ ସମ୍ମାନ ଜଣାଇବା ସହିତ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ଏହି ଅବସରରେ ଦେଶ ପ୍ରଥମ ସିଡିଏସଙ୍କ ସହିତ ତିନି ସେନାର ପ୍ରମୁଖ ଉପସ୍ଥିତ ଥିଲେ।
ତିନି ସେନାର ପ୍ରମୁଖ ରାଷ୍ଟ୍ରୀୟ ସ୍ମାରକୀ ପୀଠ ନିକଟରେ ଶ୍ରଦ୍ଧାଞ୍ଜଳି
|
January 27, 2020 |