ତଳୁଆ ବାଲିକୁଦାରେ ଶନି ଓଷା ପାଳିତ

Spread the love

ଯାଜପୁର ୧୧/୫ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲାର ତାଳୁଆ ପୀଠରେ ଗ୍ରହରାଜ ଶନିଦେବଙ୍କ ଯଞ ରେ ପାଞ୍ଚଲକ୍ଷରୁ ଉର୍ଦ୍ଧ୍ବ ଶ୍ରଧ୍ୟାଳୁ ଗତ ମଧ୍ୟରାତ୍ରିରୁ ପ୍ରଭୋର କୃପାଲାଭ କରିବାକୁ ଠୁଳ ହୋଇଥିଲେ।ମନ୍ଦିରକମିଟି ତରଫରୁ ଭକ୍ତମାନଙ୍କପାଇଁ ଆନନ୍ଦ ବଜାରରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି ।ଏହିପବିତ୍ର ପୀଠରେ ଅଖଣ୍ଡ ନାମଯଞ ସହିତ ସୂର୍ଯ୍ୟପୁଜା ଏବଂ ଘୃତ ଯଞ କରାଯାଇଛି।ଲକ୍ଷାଧିକ ସଂଖ୍ୟାକ ଭକ୍ତସମାଗମକୁ ଦୃଷ୍ଟିରେ ରଖି ବାଲିଚନ୍ଦ୍ରପୁର ପୋଲିସପକ୍ଷରୁ ଦୁଇ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିଲା। ବିଶ୍ବାସ ରହିଛି ଏକ ମାସ ଶନିବାର ରାଶିତେଲ ଦୀପ ଦାନ କରି ଖସା ଲଡ଼ୁ ଭୋଗ ଅର୍ପଣ କରନ୍ତି ଶେଷ ଦିନରେ ପାଣି ଢ଼ାଳି ଆଶିଷ ନିଅନ୍ତି

Related Posts

About The Author

Add Comment