ତରଞ୍ଜିଆରେ ଗୋଟିଏ ପରିବାରକୁ ୪ ଆବାସ ଲୋକ ଯୁକ୍ତ ତନାଘନ ପରେ ଟଙ୍କା ଫେରାଇଲେ

Spread the love

ଧର୍ମଶାଳା ୩/୧୧ (ସନ୍ଧାନ ନିୟୁଜ) ବର୍ଷ ବର୍ଷ ଧରି ସରକାର ଲକ୍ଷ୍ୟ ଲକ୍ଷ୍ୟ ଲୋକଙ୍କୁ ଆବାସ ଯୋଗାଇ ଦେଇଥିଲେ ମଧ୍ୟ ଏଯାବତ୍ ବହୁ ଗରିବ ଲୋକ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଟିଏ ପାଇବାକୁ ଞ୍ଚବଚିତ ହେଉଛନ୍ତି । ଅଥଚ ଗୋଟିଏ ପରିବାର ୪ଟି ଆବାସ ହାତେଇ ନେବାରେ ସଫଳ ହେଉଛନ୍ତି । ଧର୍ମଶାଳା ବ୍ଲକ ତରଞ୍ଜିଆ ପଞ୍ଚାୟତର ରବିନ୍ଦ୍ର ପରିଡାଙ୍କ ପରିବାରକୁ ୪ଟି ଆବାସ ବେଳେ ବୀର କେନ୍ଦ କରି ଲୋକ ରୁଣ୍ଡ ଧର୍ମଶାଳା ବ୍ଲକ ପ୍ରଶାଶନ ପଚାୟତ ଲୋକ କରିବାପରେ ପ୍ରଶାଶନ କାର୍ଯ୍ୟାନୂଷ୍ଠାନ ଆରମ୍ଭ କରିଛି । ଆବାସ ହାତେଇ ଥିବା ହିତାଧିକାରି ଶ୍ରୀ ପରିଡା ୪୫୦୦୦ ଟଙ୍କା ବ୍ଲକ୍ ପ୍ରଶାଶନ କୁ ଫେରାଇବା ପାଇଁ ଶିଖିତ ଭାବେ ଜଣାଇଛନ୍ତି । ସଂପୃକ୍ତ ତରଞ୍ଜିଆ ପଚାୟତ ପିିଇଓ ଅନାମ ରାଉତ ଓ ସଂପ୍ରଶାଶନ ଅଧିକାରି ରତ୍ନାକର ସାହୁ ଙ୍କ ଠାରୁ କଇଫତ ନବାପରେ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ପାଳଙ୍କୁ ଚିଠି ଲେଖା ଯାଇଛି ବୋଲି ଧର୍ମଶାଳା ବିଡିଓ ହେମନ୍ତ କୁମାର ସ୍ୱାଇଁ ଲୋକ ଯୁକ୍ତଙ୍କ ଅତିରିକ୍ତ ଷଚିବଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ସୂଚନା ଯୋଗ୍ୟ ତରଞ୍ଜିଆ ପଚାୟତ ରେ ରବିନ୍ଦ୍ର ପରିଡା ପନôି ଓ ତାଙ୍କ ୨ ପୁଅ ଆବାସ ପାଇଁ ଜତା କ୍ରମେ ସରକାରି ଳେବୁଲରୁ ଚାରି ଚାରି ଥର ଅନୁଦନ ହାସଲ କରିଥିବା ଅଭିଶୋଷଣ ପାଇଥିବା ବେଳେ ତାଙ୍କ ପୁଅ ବୀପୀନି ବିହରି ପରିଡା ୨୦୦୩-୦୪ ରେ ଇନ୍ଦିରା ଆବାଷ ପନôି ଜୟନ୍ତି ପରିଡା ୨୦୧୫-୧୬ ହାତେଇ ନେଇଥିଲେ । ଏହାଛଡା ୨୦୧୯-୨୦ ବର୍ଷେ ପୁଣୀ ଶ୍ରୀ ପରିଡା ନାମରେ ଆବାଷ ହଘାଷଣା ପାଇଁ ନିଯୁକ୍ତି ପାଇଥିଲେ । ଏହି କେତେକ ଇପରେ ଯୋଜନା କରିବା ପରେ ବ୍ଲକ ପ୍ରଶାଶନ ବାଧ୍ୟ ହୋଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ । । ପରିବାର ପ୍ରତିପୋଷଣ କରିବା ତାଙ୍କ ପକ୍ଷେ କଷ୍ଟସାଧ୍ୟ ହୋଇ ପଡିଛି । ସେଥିପାଇଁ ସେ ଭିକ୍ଷ୍ୟା ବଅତିକୁ ଆଦରି ନେଇଛି । ନିଜ ମା’ ପନôି ଓ ତିନି ପିଲା ଙ୍କୁ ନେଇ ତାଙ୍କ ସଂସାର । ଚାଳ ଛପର ଘରେ ଦିନରେ ସୂର୍ଯ୍ୟ ରାତିରେ ଜହ୍ନ ବର୍ଷା ଊତୁରେ ପାଣି ଘଳୁ ଥିବାରୁ ପଲିଥିନି ଟାଙ୍ଗି ରହିବାକୁ ପଡୁଛି । ଘରପାଇଁ ରୋଜଗାରିଆ କେହି ନଥିବାରୁ ଭୋକ ଉପାସରେ ପିଲା ମାନେ ଆଉଟୁ ପାଉଟୁ ହୋଉଛନ୍ତି । ପାଠପଢ଼ା କଥା ପଚାରେ କୀଏ ? ଏଭଳି ଅବସ୍ଥା ଦେଇ ଗତି କରୁଥିବାବେଳେ ସରକାକଙ୍କ ପକ୍ଷରୁ ମାସକୁ ୩୦ କୀଲୋ ଗ୍ରାମ୍ ଚାଉଳ ଛାଡିଦେଲେ ଅନ୍ୟ କୌଣସି ସହାୟତା ରୁ ବଚିତ ହେଉଛନ୍ତି । ଗରିବ ଶ୍ରେଣିର ଲୋକଙ୍କୁ ଇନ୍ଦ୍ରା ଆବାସ କାମ୍ବା ମୋ କୁଡିଆ ବିଜୁ ପକ୍କା ଘର ପ୍ରଧାନ ମନ୍ତ୍ରି ଆବାସ ଯୋଜନା ମିଳୁ ନଥିବାରୁ ତାଙ୍କୁ ଆଜିପର୍ଯ୍ୟନ୍ତ କୌଣସି ଯୋଜନା ରୁ ପାି ବାରୁ ବଚିତ ତାଙ୍କୁ ତୁରନ୍ତ ସରକାରୀ ଯୋଜନା ଯୋଗାଇଦେବା କୁ ଗ୍ରାମବାସୀ ସମେତ ଧର୍ମଶାଳା ଦଳିଅ ସଙ୍ଘର ସଭାପତି ହରିହର ମଲ୍ଲିକ ଦୃଢ଼ଭାବରେ ଦାବି କରିଛନ୍ତି । ସେ ଭଦ୍ରକ ଜିଲ୍ଲା ପ୍ରବକ୍ତ ଅଧିକାରୀ ମଧୁସୂଦମ ଦାସଙ୍କୁ ଦେଖାକରି ସହାୟତା ନିବେଦନ କାିଥିବା ଗଙ୍ଗାଧର ଗଣମାଧ୍ୟମରେ କହିଛନ୍ତି ।

Report- Anita Behera

Related Posts

About The Author

Add Comment