ତବଲିଗି ଜମାତ ବିରୁଦ୍ଧରେ ମାମଲା ରୁଜ୍ଜୁ

Spread the love

ନୂଆଦିଲ୍ଲୀ,୧୯/୦୪ (ସନ୍ଧାନ ନିଉଜ) : ତବଲିଗି ଜମାତ ବିରୁଦ୍ଧରେ ବେଆଇନ ଅର୍ଥକାରବାର ବା ମନି ଲଣ୍ଡରିଂ ଅଭିଯୋଗରେ ଏନଫୋର୍ସମେଣ୍ଟ ଡାଇରେକଫରେଟ ବା ଇଡି ମାମଲା ରୁଜ୍ଜୁ କରିଛି। ଦିଲ୍ଲୀ ପୋଲିସ ସୂଚନା ଆଧାରରେ ବେଆଇନ ଅର୍ଥକାରବାର ନିରୋଧ ଆଇନ ଅଧିନରେ ଏହି ମାମଲା ମୌଲାନା ସାଦ ଓ ଅନ୍ୟ ୮ ଜଣଙ୍କ ବିରୁଦ୍ଧରେ କରାଯାଇଛି। ମୌଲାନା ସାଦ ଗଠନ କରିଥିବା ଟ୍ରଷ୍ଟକୁ ବିଦେଶରୁ ପାଣ୍ଠି ଆସୁଥିବା ଦିଲ୍ଲୀ ପୋଲିସ ତଦନ୍ତରୁ ସୁରାକ ପାଇଥିବା ଜଣାପଡିଛି।

Related Posts

About The Author

Add Comment