ଭୁବନେଶ୍ୱର,୧୮/୪ (ସନ୍ଧାନ ନିୟୁଜ) ରାଜ୍ୟରେ ଗ୍ରୀଷ୍ମପ୍ରଭାବ ବଢ଼ିବାରେ ଲାଗିଛି । ରାଜ୍ୟରେ ଏବେ ପାରଦ ୪୦ଡିର୍ଗୀ ଚୁଇର୍ଥିବା ବେଳେ ଭୁବନେଶ୍ୱରରେ ୪୨ଡିଗ୍ରୀ ଛୁଇଁଛି । ଏହାକୁ ଦୃଷ୍ଟିାରେ ରଖି ପ୍ରଶାସନ ସ୍କୁଲ ଛୁଟି ଘୋଷଣା କରିଥିବା ବେଳେ ଅନ୍ୟନ୍ୟ ସରକାରୀ କଲେଜ ଏବଂ ବେସରକାରୀ କଲେଜ ଗୁଡିକରେ ୧୦.୩୦ପ୍ରର୍ଯ୍ୟନ୍ତ ଖୋଲା ରହି କାର୍ଯ୍ୟକ୍ଷମ ହେବା ପାଇଁ କୁହାଯାଇଛି । ତେବେ ଏଭଳି ଗ୍ରୀଷ୍ମ ପ୍ରଭାବ ଅଧିକ ବଢ଼ିବାର ଥିବା ବେଳେ ଏଭଳି ଆହୁରି ଏକ ମାସରୁ ଉର୍ଦ୍ଧ ସମୟ ଧରି ଜାରି ରହିବ ବୋଲି ଆଂଚଳିକ ପାଣିପାଗ ସୂତ୍ରରୁ ଜଣାପଡିଛି ।
Related Posts
About The Author
Add Comment