ଡିସେମ୍ବର ୯ : ବିଶାଳ ହିନ୍ଦୁ ସମ୍ମିଳନୀ

Spread the love

ଭୁବନେଶ୍ୱର, ୫/୧୨, (ସନ୍ଧାନ ନିୟୁଜ) :ଆସନ୍ତା ଡିସେମ୍ବର ୯ ତାରିଖରେ ଓଡ଼ିଶାର ଭୁବନେଶ୍ୱର,ବ୍ରହ୍ମପୁର ଏବଂ ବାଲେଶ୍ୱରଠାରେ ଆୟୋଜିତ ହେବ ବିଶାଳ ହିନ୍ଦୁ ସମ୍ମିଳନୀ।ଅଯୋଧ୍ୟାରେ ରାମ ଜନ୍ମଭୂମି ସ୍ଥଳରେ ଭବ୍ୟ ରାମ ମନ୍ଦିର ନିର୍ମାଣ ଦାବିରେ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ଏହି ସମ୍ମିଳନୀ ଆୟୋଜିତ ହେଉଛି।ମନ୍ଦିର ନିର୍ମାଣ ଦୃଷ୍ଟିରୁ କେନ୍ଦ୍ର ସରକାର ସଂସଦରେ ଆଇନ ନିର୍ମାଣ କରିବା ସମେତ ଏବେ ରାମଲାଲା ଯେଉଁଠାରେ ବିରାଜମାନ ହୋଇଛନ୍ତି ସେହି ସ୍ଥାନରେ ହିଁ ଭବ୍ୟ ନିର୍ମାଣ ଦାବି ସମେତ ଅଯୋଧ୍ୟାର ସାଂସ୍କୃତିକ ପରିସୀମା ମଧ୍ୟରେ କୌଣସି ବି ମସଜିଦ ନିର୍ମାଣ କରାନଯିବା ଏବଂ ବିଦେଶୀ ଆକ୍ରାନ୍ତା ବାବର ନାମରେ ଦେଶରେ କୌଣସି ବି ସ୍ଥାନରେ ମସଜିଦ ନରହିବା ଦାବିରେ ଏହି ସମାବେଶ କରାଯାଉଛି।

Related Posts

About The Author

Add Comment