ଟ୍ରେନରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

Spread the love

ରାଉରକେଲା ୧୬/୬ (ସନ୍ଧାନ ନିୟୁଜ) ରାଉରକେଲା ଷ୍ଟେସନରେ ଇତୱାରୀ-ଟାଟା ପାସେଞ୍ଜର ଟ୍ରେନ୍‌ର ଏକ ବଗିରୁ ଅଜଣା ବ୍ୟକ୍ତିଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରିଛି ଜିଆର୍‌ପି। ବ୍ୟକ୍ତିଙ୍କ ଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ଜଣାପଡ଼ିଛି। ଏହାକୁ ହତ୍ୟା ସନ୍ଦେହ କରାଯାଉଥିବା ବେଳେ ମୃତକଙ୍କ ପରିଚୟ ମିଳିନି।/Amit

Related Posts

About The Author

Add Comment