ଝାରସୁଗୁଡା ,ଭୁବନେଶ୍ୱର ବିମାନବନ୍ଦର ଘରୋଇକରଣରେ ମୋହର:ଚୂଡାନ୍ତ ମଞ୍ଜୁରୀ ଦେଲା ଏଏଆଇ

Spread the love

ଓଡ଼ିଶାର ଭୁବନେଶ୍ୱର ଓ ଝାରସୁଗୁଡା ବିମାନବନ୍ଦର ସମେତ ସାରା ଦେଶରେ ୧୩ଟି ବିମାନବନ୍ଦର ଘରୋଇକରଣ ପ୍ରସ୍ତାବକୁ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ ) ମଞ୍ଜୁରୀ ପ୍ରଦାନ କରିଛନ୍ତି I ଭୁବନେଶ୍ୱର ସହିତ ଝାରସୁଗୁଡା ବିମାନବନ୍ଦରକୁ ଯୋଡି ନିବେଶଙ୍କଙ୍କ ଲାଗି ଉପସ୍ଥାପନ
କରାଯିବ  ଯେଉଁ ସଂସ୍ଥା ଭୁବନେଶ୍ୱର ବିମାନବନ୍ଦରକୁ କିଣିବାକୁ ଚାହିଁବ ସେହି ସଂସ୍ଥା ଝାରସୁଗୁଡା ବିମାନବନ୍ଦରର ପରିଚାଳନା ଦାୟିତ୍ୱ ମଧ୍ୟ ନିଜ ହାତକୁ ନେବ I

Related Posts

About The Author

Add Comment