ଝାରସୁଗୁଡ଼ା ଜିଲ୍ଲା ରେ ଆରମ୍ଭ ହେଲା ଚାଟ ବଟ ହ୍ୱାଟସୂପ ସହଜ

Spread the love

ଝାରସୁଗୁଡ଼ା ୧୩/୪/୨୬ (ସନ୍ଧାନ ନ୍ୟୁଜ )  ଝାରସୁଗୁଡ଼ା  ଜିଲ୍ଲାପାଳଙ୍କ କକ୍ଷରେ ଲୋକ ଙ୍କ ସମସ୍ୟା କୁ ସମାଧାନ ନିମନ୍ତେ ଏକ ନୂଆ ପ୍ରୟାସ ଚାଟ ବଟ ହ୍ୱାଟ ସପ ସହଜ ର ଉଦଘାଟନ କରିଥିଲେ ମାନ୍ୟବର ରାଜ୍ଵସ ମନ୍ତ୍ରୀ ସୁରେଶ ପୂଜାରୀ। ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭା ରେ ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପ୍ରଶାସନ ର ସମସ୍ତ ଅଧିକାରୀ ଯୋଗ ଦେଇଥିଲେ। ଲୋକମାନେ ୮୯୯୯୪୭୦୮୨୪ନମ୍ବର ରେ ସେମାନଙ୍କ ସମସ୍ୟା କୁ ପଠାଇ ପାରିବେ। ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହି ଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନୀୟୂଜୁ ସନ୍ଧାନ

Related Posts

About The Author

Add Comment