ଝାରଗୁଲୁଣ୍ଡା ଠାରେ ବିଶ୍ୱଶାନ୍ତି ମହାଯଜ୍ଞ ଓ ହନୁମାନଙ୍କ ମନ୍ଦିର ପ୍ରତିଷ୍ଠା ଅନୁଷ୍ଠିତ ହୋଇଯାଇଛି

Spread the love

ସମ୍ବଲପୁର ତା ୧୯/୧୧/୨୦୨୧ (ସନ୍ଧାନ ନିଉଜ/ହେମନ୍ତ ଭଇଁଷା)ଯୁଜୁମୁରା ବ୍ଲକ ଅନ୍ତର୍ଗତ ଝାରଗୁଲୁଣ୍ଡା ଠାରେ ପ୍ରତିବର୍ଷ ପରି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଭୁ ହନୁମାନଙ୍କର ଏକ ମନ୍ଦିର ନିର୍ମାଣ ସହିତ ପ୍ରତିଷ୍ଠା ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ମହାଯଜ୍ଞ ଓ ମନ୍ଦିର ପ୍ରତିଷ୍ଠାରେ ଆଖପାଖ ଅନେକ ଶ୍ରଦ୍ଧାଳୁ ଏକତ୍ରିତ ହୋଇଥିଲେ। ଶ୍ରଦ୍ଧାଳୁମାନେ ନାମଯଜ୍ଞ ର ଆନନ୍ଦ ନେଇ ପ୍ରସାଦ ସେବନ କରିଥିଲେ।

Related Posts

About The Author

Add Comment