ଜେଲ ଗଲା ମଣିଷରୂପୀ ଗୋ ହତ୍ୟାକାରୀ ରାକ୍ଷସ ଟ୍ରକ ଡ୍ରାଇଭର।   

Spread the love

ଜେନାପୁର/୧୫/୦୯/ସନ୍ଧାନ ନିୟୁଜ )ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ଅଧିନ ମୁକୁନ୍ଦପୁର ଗ୍ରାମରରେ ଘଟିଥିଲା ଏକ ଅଭାବନୀୟ ଘଟଣା,ସେହି ଗ୍ରାମର ରାମ ସାହୁ ନାମକ ଟ୍ରକ ଡ୍ରାଇଭର ଜଣକ ସେଦିନ ରାତିରେ ଗାଁ ରାସ୍ତାରେ ଏକ ଗୋମାତା ସୋଇଥିଲାବେଳେ।ଏ ବାବୁ ଜଣଙ୍କ ଗାଡ଼ିରେ ଆସି ହରେନ୍ ମାରିଲେ, ଗୋମାତା ଟି ଅସୁସ୍ଥ ଥିବାରୁ ରାସ୍ତାରୁ ଉଠି ପାରି ନଥିଲା, ତା ପରେ ଡ୍ରାଇଭର ବାବୁ ଜଣଙ୍କ ଅତି ନୁଶଂଷ ଭାବେ ଉକ୍ତ ଗୋମାତା ଉପରେ ଗାଡି ଚଢାଇ ଦେଇଥିଲେ ଯାହାଫଳରେ ସେଠାରେ ତାହାର ଯିବ ଚାଲି ଯାଇଥିଲା, ଏସବୁ ସମସ୍ତ ଘଟଣା ସେଠାରେ ଲାଗିଥିବା ସିସିଟିଭି ରେ ରେକର୍ଡ ହୋଇଥିଲା।ସେହି ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରଲ ହେବା ପରେ ଓ ଥାନାରେ ମାମଲା ରୁଜୁ ହେବାରୁ ବାବୁ ଜଣଙ୍କ ଫେରାର ହୋଇଯାଇଥିଲେ । ଜେନାପୁର ଅଭିଯୋଗ ଓ ସି ସି ଟିଭି ରେକର୍ଡ କୁ ଆଧାର କରି କେସ ନମ୍ବର ୩୨୪/୨୫ ମାମଲା ରୁଜୁ କରି ଦଫା ୨୮୧/୩୨୫ ବି ଏନ ଏସ ରେ ଫେରାର ଗୋ ହତ୍ୟାକାରୀ ଡ୍ରାଇଭର କୁ ଗିରଫ କରି କୋର୍ଟ ଚାଲାଣ କରିଛି,,

 

Related Posts

About The Author

Add Comment