ବାଲେଶ୍ଵର ୨୫/୮/୨୦(ଲିଙ୍ଗରାଜ ପଣ୍ଡା):- ବଜାରରେ ଜେନେରିକ ମେଡିସିନର ଚାହିଦା ରହିଛି। ହେଲେ ଡାକ୍ତର ଏ ପାଠ1 ଏହି ଔଷଧର ଚିଠା ଲେଖୁନାହାନ୍ତି । ଫଳରେ ସରକାରୀ ଡାକ୍ତରଖାନା ଆସୁଥିବା ବହୁ ଗରିବ ଲୋକ ଆର୍ଥିକ ଶୋଷଣର ଶିକାର ହେଉଛନ୍ତି । ଶାନ୍ତି ଓ ମାତ୍ର ୧୦/୧୫ ଙ୍କାରେ ଉପଲବ୍ଧ ହେଉଥିବା ହେବାର ଜେନେରିକ ମେଡ଼ିସିନ ବଦଳରେ ଶହ ଶହ କରିବେ। ଟଙ୍କାରେ ବ୍ରାଣ୍ଡେଡ କମ୍ପାନୀର ଔଷଧ ଚିଠା ଲେଖା –କଳା, ଡାକ୍ତରମାନେ ମାଲେମାଲ ହେଉଥିବା ବେଳେ ସାଧାରଣ ଗରିବ ଲୋକେ ଶୋଷଣର ଶିକାର ନୁହେଁ ବୋଲି ଲୋକଙ୍କ ରକ୍ତିଭାବ ହେଉଛନ୍ତି । ସରକାରୀ ଡାକ୍ତରଖାନାରେ ଧାରଣା ସୃଷ୍ଟି କରାଯା ଜନଔଷଧ ଭଣ୍ଡାର ଖାଲି ପଡୁଥିବା ବେଳେ ପ୍ରସାରକୁ ପ୍ରତିହତ କୌଣସି ଡାକ୍ତରଖାନା ପାଖଆଖରେ ଖୋଲାଯାଇଥିବା ମେଡ଼ିସିନ ବଜାରକୁ ଦେ କ୍ରୀଡ଼ାବିତ୍ ଘରୋଇ ମେଡିସିନ ଷ୍ଟାର ଗୁଡିକରେ କମ୍ପାନୀ ମାଡି ସବିଛନ୍ତି । ରୋଗୀଙ୍କ ଗହଳି ଲାଗି ରହିଛି । ଚିକିତ୍ସାଳୟ ସମେତ ୧ କେନ୍ଦ୍ର ସରକାରଙ୍କ ଦ୍ବାରା ସୀକୃତିପ୍ରାପ୍ତ ନାମୀ କେନ୍ଦ୍ର ଓ ୩୦ ଟି ପ୍ରାଥ କମ୍ପାନୀଙ୍କ ଦ୍ବାରା ପ୍ରସ୍ତୁତ ଏହି ଜେନେରିକ ଦୈନିକ ପ୍ରାୟ ୫000 ରତ୍ୟାଦି । ମେଡିସିନକୁ ଅନାଦୃତ କରିବା ସକାସେ ରୋଗ ନେଇ ଡାକ୍ତରଖାନ ଏହାର ବ୍ୟବହାର ରୋଗ ଉପଶମ ପାଇଁ ନୁହେଁ ବୋଲି ଲୋକଙ୍କ ମଧ୍ୟରେ ଏକ ଭ୍ରାନ୍ତ ଖୋଲ ରେ ଧାରଣା ସୃଷ୍ଟି କରାଯାଇ ଏହି ଔଷଧର ମାଡ ଳେ ପ୍ରସାରକୁ ପ୍ରତିହତ କରାଯାଉଥିବା ବେଳେ ଡାକ୍ତକ ଥିବା ମେଡିସିନ ବଜାରକୁ ଦେଶର ପ୍ରମୁଖ ବ୍ରାଣ୍ଡେଡ ଅଞ୍ଚଳ ରେ କମ୍ପାନୀ ମାଡି ସବିଛନ୍ତି । ଭଦ୍ରକ ଜିଲ୍ଲା ମୁଖ୍ୟ ବିକି ଓ ଚିକିତ୍ସାଳୟ ସମେତ ୧୧ ଟି ଗୋଷ୍ଠୀ ସ୍ବାସ୍ଥ୍ୟ ଜନ ଆମୀ କେନ୍ଦ୍ର ଓ ୩୦ ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଟଙ୍କ ରିକ ଦୈନିକ ପ୍ରାୟ ୫ ହଜାର ରୋଗୀ ବିଭିନ୍ନ ଜିଲ୍ଲା ସେ ରୋଗ ନେଇ ଡାକ୍ତରଖାନା ଆସିଥିବା ବେଳେ ୪ ପାଇଁ ଏହାର ୧୦ ପ୍ରତିଶତ ରୋଗୀ ଡାକ୍ତରଖାନାରେ ଖୋଲାଯାଇଥିବା ଘରୋଇ ଔଷଧ ଭଣ୍ଡାର ବିକ୍ରି କରାଯାଉଥିବା ବେଳେ ଡାକ୍ତରଖାନା ସେତିକି ଜନଔଷଧ ଭଣ୍ଡାରରେ ଗତବର୍ଷ ମାତ୍ର ୫ ଲକ୍ଷ ସରକାରଙ୍କ କୁ ଟଙ୍କାର ଔଷଧ ବିକ୍ରି କରାଯାଇଛି । ସେହିଭଳି ରୋଗୀମାନ କିନ୍ନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ ବର୍ଷ ପ୍ରାୟ ମାଗଣା ଓ ଅଳ ୪ ଲକ୍ଷ ରୋଗୀ ଚିକିତ୍ସା ସକାସେ ଆସିଥିବା ବେଳେ ସେଥିରୁ ମାତ୍ର ୬ ହଜାର ରୋଗୀ ଔଷଧ ଜନଔଷଧ ଭଣ୍ଡାରରୁ ଔଷଧ କିଣିଛନ୍ତି । ଯିବେ ବୋଲି ପାଲଟା ଏଥିରୁ ସ୍ପଷ୍ଟ ଅନୁମାନ କରାଯାଇ ପାରେ ଯେ ରାଜ୍ୟସରକାରଙ୍କ କେନ୍ଦ୍ର ସରକାରଙ୍କ ଏମସିଆଇ (ମେଡିକାଲ ଏବେ ପ୍ରାୟ ୨୬୦ କାଉନସିଲ ଅଫ ଇଣ୍ଡିଆ)ଙ୍କ କଡ଼ା ଉପଲବ୍ଧ ହେଉଥିବ ତାଗିଦ ସଙ୍ଗେ ସରକାରୀ ଡାକ୍ତରଖାନାରେ ଦୈନିକ ପ୍ରାୟ ୭ ଶହ ଡାକ୍ତରମାନଙ୍କର ଜେନେରିକ ମେଡ଼ିସିନ ଚିଠା ନେଉଥିବା କଥା କ ଲେଖିବାର କେତେ ଆନ୍ତରିକତା ରହିଛି । ଏ ସେହିଭଳି ଡାକ୍ତର ନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କଙ୍କ ୭୫ ଭାଗ ଔଷା ସହ ଯୋଗାଯୋଗ କରାଯାଇଥିବା ବେଳେ ମେଡିସିନର ଲେଖ ।ସେମାନେ ଡାକ୍ତରମାନଙ୍କୁ ଏଥିପାଇଁ ଦାୟୀ ପ୍ରତିଶତ ବ୍ରାଣ୍ଡେଡ । ବର୍ଷରେ କରିବା ବଦଳରେ ଜନଔଷଧ ଭଣ୍ଡାରରେ ସୁପାରିସ ମୂଳେ । ଆଖ ପର୍ଯ୍ୟାପ୍ତ ମେଡିସିନ ରଖାଯାଉନଥିବା ପ୍ରକୃତପକ୍ଷେ ଯଦି ଔଷଧ କଥାକୁ ଗୁରୁତ୍ବ ଦେଇଛନ୍ତି । କେବଳ ଡାକ୍ତରମାନେ ସେ ଡାକ୍ତରଖାନା ସେତିକି ନୁହେଁ, ଡାକ୍ତରଖାନାରେ ରାଜ୍ୟ ଲେଖୁଥାନ୍ତେ । ଭଣ୍ଡାରରେ ୫ ଲକ୍ଷ ସରକାରଙ୍କ ଦ୍ବାରା ନିରାମୟ ଯୋଜନାରେ ଗୁଡିକରେ ବାର୍ଷିତ ହିଭଳି ରୋଗୀମାନଙ୍କୁ ଦିଆଯାଉଥିବା ଅକାଂଶ ବ୍ରାଣ୍ଡେଡ କମ୍ପାନି । ପ୍ରାୟ ମାଗଣା ଔଷଧ ଜନଔଷଧ ଭଣ୍ଡାରରେ ବେଳେ ଜିଲ୍ଲା ଜଟିସିଥିବା ରଖାଯାଉଥିବା ହେତୁ ଲୋକେ ମାଗଣାରେ ମାତ୍ର ୫ ଲକ୍ଷ ରୋଗୀ ଔଷଧ ନନେଇ କାହିଁକି ଜନ ଔଷଧକୁ ଯିବେ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ।
ରାଜ୍ୟସରକାରଙ୍କ ନିରାମୟ ଯୋଜନା ଏବେ ପ୍ରାୟ ୨୬୦ ଭେରାଇଟି ଔଷଧ କଡ଼ା ଉପଲବ୍ଧ ହେଉଥିବା ବେଳେ ସେଠାର ଦୈନିକ ପ୍ରାୟ ୭ ଶହ ରୋଗୀ ମାଗଣା ଔଷଧ ନେଉଥିବା କଥା ଦାବି କରିଛନ୍ତି । ସେହିଭଳି ଡାକ୍ତରଖାନାରେ ଡାକ୍ତରମାନେ ୭୫ ଭାଗ ଔଷଧ ଚିଠା ଜେନେରିକ । ଅପମଙ୍କୁ ଗ୍ରହଣ ମେଡିସିନର ଲେଖୁଥିବା ବେଳେ ମାତ୍ର ୨୫ ପ୍ରତିଶତ ବ୍ରାଣ୍ଡେଡ ମେଡିସିନ ଚିଠା ରୋଗୀଙ୍କ ସୁପାରିସ ମୂଳେ ଲେଖୁଥିବା କଥା କହିଛନ୍ତି । ପ୍ରକୃତପକ୍ଷେ ଯଦି ସରକାରୀ ଡାକ୍ତରଖାନାର କେବଳ । ଡାକ୍ତରମାନେ ଜେନେରିକ ଔଷଧର ଚିଠା ଲେଖୁଥାନ୍ତେ । ଘରୋଇ ମେଡିସିନ ଷ୍ଟାର କନାରେ ଗୁଡିକରେ ବାର୍ଷିକ କୋଟି କୋଟି ଟଙ୍କାର ବ୍ରାଣ୍ଡେଡ କମ୍ପାନି ଔଷଧ ବିକ୍ରି ହେଉଥିବା ବେଳେ ଜିଲ୍ଲା ଜନଔଷଧୁ ଭଣ୍ଡାରରେ ବାର୍ଷିକ ମାତ୍ର ୫ ଲକ୍ଷ ଟଙ୍କାର ଔଷଧ ବିକ୍ରି ହେବା ବିସ୍ମୟଜନକ ମନେହୁଏ ।