ଧର୍ମଶାଳା 10/11 (ସନ୍ଧାନ ନିଉଜ/ ଦୀପକ ମଲିକ ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନାରେ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି. ଏହାକୁ ଇଞ୍ଜିନିଅର ପିତାମ୍ବର ସାହୁ ଉଦ୍ଘାଟନ କରିଥିଲେ. ଜେନାପୁର ଥାନାଧିକାରୀ ସୁଶାନ୍ତ ଦାସଙ୍କ ତତ୍ଵାବଧାନରେ ଅନୁଷ୍ଠିତ ଏହି ଶିବିରରେ ୫୦ରୁ ଉର୍ଧ ବ୍ୟକ୍ତି ଯୋଗଦେଇ ଯୋଗ ଶିଖିଥିଲେ.
ଜେନାପୁର ଥାନା ରେ ଯୋଗ ଶିବିର
|
November 10, 2018 |
