ଜୀବନ ନେଲା ବେଆଇନ୍ ଡାଇଭର୍ସନ

Spread the love

ବେତନଟୀ, 06.12.2020 (ଲିଙ୍ଗରାଜ ପଣ୍ଡା):ପୁଣି ଜୀବନ ନେଲା  ବେଆଇନ ଡାଇଭର୍ସନ  ଜାତୀୟରାଜପଥ ବିଭାଗର ସ୍ଥାଣୁତା ଏବଂ ରାସ୍ତା ସମ୍ପ୍ରସାରଣ ଦାୟିତ୍ବ ରେ ଥିବା ଠିକାସଂସ୍ଥା ଆଇରନ ଟ୍ରାଏଙ୍ଗେଲ କମ୍ପାନୀରୁ ଚରମ ଅବହେଳା ପାଇଁ ଆଜି ପୁଣି ସଡ଼କ ଦୁର୍ଘଟଣାରେ ଗଡ଼ିଛି ଆଉ ର ଗୋଟିଏ ମୁଣ୍ଡ ବେତନଟୀ ଥାନା ବୁଢିଖମାରୀ  ନିକଟରେ ୧୮ନଂ ଏନ୍ଏଚ୍ ଅତିକ୍ରମ କରୁଥିବା ସେ ଜନୈକ ସାଇକେଲ ଆରୋହୀଙ୍କ ଶନିବାର ପୁଳି ପୂର୍ବାହ୍ନରେ କାର ଧକ୍କାରେ ଶୋଚନୀୟ ମୃତ୍ୟୁ କାର ଘଟିଛି  ମୃତକ ଜଣକ ହେଉଛନ୍ତି ନିକଟସ୍ଥ ଥିବା : ନୟାପୁରୁଷରୋମପୁର ଗ୍ରାମର ସ୍ବର୍ଗତ ବିନ ଏନେ ଦେହୁରୀଙ୍କ ପୁଅ ବୀରଭଦ୍ର(୪୫) ମାମଲ। ମୃତକଙ୍କ ପୁଅ ଶିବଙ୍କ ସୂଚନା ମୁତାବକ  ପ୍ରକାବୀରଭଦ୍ର ସାଇକେଲ ଯୋଗେ ବୁଢିଖମାରୀ ଦେହୁର ଛକ ସ୍ଥିତ ଏସବିଆଇ ଏଟିଏମକୁ ଟଙ୍କା ଦେହାନ୍ତ ଉଠାଇବାକୁ ଯାଉଥିଲେ । ଏହି ସମୟରେ ବେତନଟୀ ଅଭିମୁଖେ ଦୃତଗତିରେ ଆସୁଥିବା ଭାଙ୍ଗିପଡିଛି ଏକ କାର(ଜେଏଚ-୦୫ଏଆର-୧୪୭୬) ଅଞ୍ଚଳରେ ତାଙ୍କୁ ଧକ୍କାଦେଇ ଫେରାର ହୋଇଯାଇଥିଲା । ସ୍ଥାନୀୟଲୋକେ ଆମ୍ବୁଲାନ୍ସ ସହାୟତାରେ  ଗୁରୁତର ବୀରଭଦ୍ରଙ୍କୁ ବାରିପଦା ଡାକ୍ତରଖାନାରେନି ଭର୍ତ୍ତି କରିଥିଲେ ହେଁ ତାଙ୍କରୁ –ମୃଢୁ ହୋଇସାରିଥିଲା । ଏପୂଟେ ଫେରାରକାରକୁ ରାଧା ଅଞ୍ଚଳର ଯୁବସମାଜସେବୀ ଶୁକୁଲ ମୁର୍ମୁ ବାଇକ୍‌ଯୋଗେ ପିଛାକରି କୃଷ୍ଣଚନ୍ଦ୍ରପୁର  ସେଣ୍ଟ୍ରାଲ ନର୍ସରୀ ସମ୍ମୁଖରେ କାବୁକରିବା ସହିତ ପୁଲିସକୁ ହସ୍ତାନ୍ତର କରିଥିଲେ । ଧକ୍କାଦେଇଥିବା କାଟି ସି.ଏଚ୍ କୁମାର ନାମରେ ପଞ୍ଜୀକୃତ ଥିବା ଜଣାଯାଇଛି  କୃଷ୍ଣଚନ୍ଦ୍ରପୁର ଫାଣ୍ଡିଅଧିକାରୀ ଏନେଇ ୨୬୮ /୨୦ରେ ଏକ ଦୁର୍ଘଟଣାଜନିତୀ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ କରାଇଛନ୍ତି , ପ୍ରକାଶ ଥାଉକି ବୀରଭଦ୍ରଙ୍କ ବାପା ବିନଷ୍ଟ ଦେହୁରୀଙ୍କର ଗତମାସ ୨୦ତାରିଖରେ ଦେହାନ୍ତ ହୋଇଥିଲା। ୧୫ଦିନ ବ୍ୟବଧାନରେ ବାପପୁ ଅଙ୍କ ମୃତ୍ୟୁରେ ପୁରାପରିବାର ଭାଙ୍ଗିପଡ଼ିଥିବା ବେଳେ ନୟାପୁରୁଷତ୍ତୋମପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Related Posts

About The Author

Add Comment