ଜିଲ୍ଳ୍‌ା ସ୍ତରୀୟ ରାଷ୍ଟ୍ରୀୟ ସଦ୍‌ଭାବନା ଦିବସ ଶପଥ ପାଠ ଅନୁଷ୍ଠିତ

Spread the love

ଯାଜପୁର, ତା ୧୮ା୦୮ା୨୦୨୩ : ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଳ୍‌ା ସ୍ତରୀୟ ରାଷ୍ଟ୍ରୀୟ ସଦ୍‌ଭାବନା ଦିବସ ଶପଥ ପାଠ ଜିଲ୍ଳ୍‌ା କାର୍ଯ୍ୟାଳୟ ପରିସରରେଅନୁଷ୍ଠିତ ହୋଇଥିଲା । ଭାରପ୍ରାପ୍ତ ଜିଲ୍ଳ୍‌ାପାଳ ଶ୍ରୀ ଦୁଖବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶପଥ ପାଠରେ ରାଷ୍ଟ୍ରୀୟ ଏକତା, ଅଖଣ୍ଡତା, ସଦ୍‌ଭାବନା ପାଇଁ ଶପଥ ପାଠ ସହ ନିଜ ନିଜ ଭିତରେ ଶାନ୍ତି, ମୈତ୍ରୀ ଓ ଭାଇଚାରା ବଜାୟ ରଖିବାକୁ ଶ୍ରୀ ନାୟକ ଆହ୍ୱାନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଳ୍‌ାପାଳ(ରାଜସ୍ୱ) ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ, ସହକାରୀ ଜିଲ୍ଳ୍‌ାପାଳ ଶ୍ରୀ ଉମେଶ ଚନ୍ଦ୍ର ଲେଙ୍କା, ଜିଲ୍ଳା କ୍ରୀଡା ଅଧିକାରୀ ପଂକୀର ମୋହନ ଟୁଡୁ, ଜିାଲ୍ଳ୍‌ା ମଙ୍ଗଳ ଅଧିକାରୀ ଶ୍ରୀ ଶରତ କୁମାର ବେହେରା, ଜିଲ୍ଳ୍‌ା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମଂଜୁଲତା ନାୟକ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଶପଥ ପାଠ କରିଥିଲେ ା ଏହି କାର୍ଯ୍ୟକ୍ରମ ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର ବରିଷ୍ଠ ସହାୟକ ଶ୍ରୀ ସୁବ୍ରତ କୁମାର କାନୁନ୍‌ଗୋଙ୍କ ପରିଚାଳନାରେ ଶ୍ରୀ ସାନ୍ତନୁ କୁମାର ସାହୁ, ଶ୍ରୀ ସୁରେନ୍ଦ୍ର ନାଥ ସାହୁ, ଶ୍ରୀ ସତ୍ୟଜି ନାୟକ ସହଯୋଗ କରିଥିଲେ । ପ୍ରକାଶ ଥାଉ କି, ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମ ଦିବସକୁ ରାଷ୍ଟ୍ରୀୟ ସଦ୍‌ଭାବନା ଦିବସ ଭାବେ ପାଳନ କରାଯାଉଅଚ୍ଥି ।

Related Posts

About The Author

Add Comment