ଜିଲ୍ଲାର ଅନେକ ସ୍ଥାନକୁ ସଟ୍ ଡାଉନ ଘୋଷଣା

Spread the love

ଚଣ୍ଡିଖୋଲ, ୦୪/୦୪ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲାରେ କରୋନା ପଜେଟିଭ ମିଳିବା ପରେ ଜିଲ୍ଲାପ୍ରଶାସନ ପକ୍ଷରୁ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି । ଗତକାଲି ରାତିରେ ଏହି ଖବର ମିଳିବା ପରେ ତୁରନ୍ତ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ବ୍ରହ୍ମବରଦା ଅଂଚଳରକୁ ସଟ ଡାଇନ ଘୋଷଣା କରି ସିଲ କରିଥିଲେ । ପରେ ଆଜି ଚଣ୍ଡିଖୋଲ, ପାଣିକୋଇଲି, ନେଉଳପୁର, ସାଦକପୁର, ଚାରିନଙ୍ଗଳ, ଗ୍ରାମ ପଂଚାୟତର ୩କିମି ବ୍ୟାପି ଅଂଚଳକୁ ୪୮ଘଂଟା ପାଇଁ ସମ୍ପୁର୍ଣ୍ଣ ସଟ ଡାଉନ ଘୋଷଣା କରିଛନ୍ତି । ଏପରକି ବ୍ଲକ କାର୍ଯ୍ୟଳୟ ଏବଂ ଅନ୍ୟ ସମସ୍ତ ବେସରକାରୀ କାର୍ଯ୍ୟଳୟ ମଧ୍ୟ ବନ୍ଦ ରହିବ । ଏହାକୁ ଅମାନ୍ୟ କଲେ ତୁରନ୍ତ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏବ ବିଶେଷ ଘୋଷଣାରେ କୁହାଯାଇଛି ।

Related Posts

About The Author

Add Comment