ସୁନ୍ଦରଗଡ, ୧୫/୬/୨୦୨୧ ( ସନ୍ଧାନ ନିଉଜ/ ରାଜୁ ପଟେଲ) : ସୁନ୍ଦରଗଡ ଜିଲ୍ଲା ରେ ଧୀରେଧୀରେ କରିବାରେ ଲାଗିଛି କରୋନା ସଂକ୍ରମଣ ହାର । ଜିଲ୍ଲା ପ୍ରଶାସନ ର ପ୍ରତ୍ୟେକ କ୍ଷେତ୍ରରେ ସାବଧାନତାର ସହିତ ଲୋକଙ୍କୁ ସଚେତନ କରିବା,ଜିଲ୍ଲାରେ ଭେକ୍ସିଂଏସଂର କାର୍ଯ୍ୟକ୍ରମ ଦ୍ୱାରା କିଛି ମାତ୍ରାରେ କରୋନାର ହାର କମିଛି ।ଏହି ପ୍ରକ୍ରିୟାରେ ଲୋକଙ୍କ ସାମାଜିକ ଦୂରତା ଓ ନିଜକୁ ନିୟନ୍ତ୍ରଣରେ ରଖିବାରେ ଫଳପ୍ରଦ ହୋଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି ।ଆଜି ୨୪ ଘଣ୍ଟାରେ ୪୮ ନୂତନ ସଂକ୍ରମଣ ସାମ୍ନାକୁ ଆସିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି । ଚିକିସିତ ମଧ୍ୟରୁ ୨୬୭ ଜଣ ସୁସ୍ଥ ହେବାର ସୂଚନା ମିଳିଛି । ଆଗାମୀ ଦିନରେ ଅଧିକ ସତର୍କତା ଅବଲମ୍ବନ କରିବାକୁ ଜିଲ୍ଳା ପ୍ରଶାସନ ତରଫରୁ କୁହାଯାଇଛି ।
ଜିଲ୍ଲାରେ ୪୮ନୂତନ କରୋନା ଆକ୍ରାନ୍ତ ଚିହ୍ନଟ
|
June 15, 2021 |
