ଜାମ୍ମୁ କାଶ୍ମୀର: ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ହାମଲା ଜଣେ ସେନା ଅଧିକାରୀଙ୍କ ସମେତ ୫ ଯବାନ ସହିଦ

Spread the love

ନୁଆଦିଲ୍ଲୀ, ୧୧/୧୦ (ସନ୍ଧାନ ନିଉଜ): ସୋମବାର ଦିନ ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଆତଙ୍କବାଦୀଙ୍କ ବିରୋଧୀ ଅପରେସନ୍ ବେଳେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଜଣେ ସେନା ଅଧିକାରୀ ଏବଂ ଅନ୍ୟ ଚାରିଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ବୋଲି ପ୍ରତିରକ୍ଷା ସୂତ୍ରରୁ ପ୍ରକାଶ ପାଇଛି। ପୁଞ୍ଚ୍ ସେକ୍ଟରରେ ପୀରପଞ୍ଚଲ ରେଂଞ୍ଜ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଗୁପ୍ତଚର ସୂଚନା ଦିଆଯିବା ପରେ ସୁରାନକୋଟର ଡେରା କି ଗାଲି ନିକଟ ଏକ ଗାଁରେ ଏହି ଅପରେସନ ଆରମ୍ଭ କରାଯାଇଥିଲା ବୋଲି ସେମାନେ କହିଛନ୍ତି।

Related Posts

About The Author

Add Comment