ଜାନୁଆରୀ ୧୪ ତାରିଖରୁ ବନ୍ଦ ହେବ Windows 7 !

Spread the love
ଭୁବନେଶ୍ୱର, ୧୩/୧/୨୦୨୦ (ସନ୍ଧାନ ନିଉଜ) : ବର୍ତ୍ତମାନ ସମୟରେ ଘରଠାରୁ ଆରମ୍ଭ କରି ଅଫିସ ଆଦିରେ Windows 7 ର ବ୍ୟବହାର କରାଯାଉଛି । ଏହାର ଅପରେଟିଙ୍ଗ ଅନ୍ୟ ସମସ୍ତ ଅପେକ୍ଷା ସରଳ ହୋଇଥିବାରୁ ଏହାକୁ ବ୍ୟବହାର କରିବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି ।ଏହାବାଦ ମାଇକ୍ରୋସଫ୍ଟ କମ୍ପାନୀ ନିଜ ୟୁଜର୍ସ ମାନଙ୍କୁ ସୁବିଧା ଦେବା ପାଇଁ କେତେକ ସରଳ ଫିଚର୍ସ ମାନଙ୍କର ଉପଲବ୍ଧ ମଧ୍ୟ କରାଇଛି । କିନ୍ତୁ ସୂଚନା ମୁତାବକ ଆସନ୍ତା ଜାନୁଆରୀ ୧୪ ତାରିଖରୁ କମ୍ପାନୀ ନିଜର Windows 7 ସୁବିଧା କୁ ବନ୍ଦ କରିବାକୁ ଯାଉଛି । ୟୁଜର୍ସ ମାନଙ୍କୁ ଏନେଇ କୌଣସି ଅପଡେଟ ମଧ୍ୟ ମିଳିବ ନାହିଁ । କେବଳ ନୋଟିଫିକେସନ ମାଧ୍ୟମରେ ହିଁ କମ୍ପାନୀ ତରଫରୁ ସୂଚନା ମିଳୁଛି । ମାଇକ୍ରୋସଫଟ ୨୦୦୯ ମସିହାରେ ହିଁ ଏହି ଅପରେଟିଙ୍ଗ ସିଷ୍ଟମର ଆରମ୍ଭ କରିଥିଲା ।

Related Posts

About The Author

Add Comment