ଯାଜପୁର, ୦୫/୦୩/୨୦୨୨ (ସନ୍ଧାନ ନିଉଜ) : ଜିଲ୍ଳ୍ା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜାତୀୟ ଲୋକ ଅଦାଲତ ଯାଜପୁର ସହର ସ୍ଥିତ ସିଭିଲ କୋର୍ଟ ପରିସରରେ ଚଳିତ ମାସ ୧୨ ତାରିଖ ପୂର୍ବାହ୍ନ ୧୦ ଘଟିକା ସମୟରେ ଅନୁଷ୍ଠିତ ହେବ । ଏହି ଲୋକ ଅଦାଲତରେ ବିଭିନ୍ନ ବକେୟା ମାମଲା ଗୁଡିକର ତ୍ୱରିତ ବିଚାର କରାଯିବାର ବ୍ୟବସ୍ଥା କରାଯିବ । ଏହାର ସପଂଳ ରୂପାୟନ ନିମନ୍ତେ ଜିଲ୍ଳ୍ା ଆଇନ ସେବା ପ୍ରାଧିକରଣର ସଂପାଦକ ଅବଗତ କରାଇଚ୍ଥନ୍ତି ।
ଜାତୀୟ ଲୋକ ଅଦାଲତ ୧୨ ତାରିଖରେ ।
|
March 5, 2022 |



