ଯାଜପୁର, ୧/୨(ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପେଂବୃୟାରୀ ମାସର ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ସ୍ଥିର ହୋଇଚ୍ଥି । ପେଂବୃୟାରୀ ମାସ ୧ ତାରିଖରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କଳିଙ୍ଗ ନଗରଙ୍କ ଠାରେ ସମାଧାନ ଶିବିର, ୪ ତାରିଖରେ ଜିଲ୍ଲା ଗ୍ରାମ୍ୟ ଊନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷ ଠାରେ ମିଳିତ ଅଭିଯୋଗ ଶୁଣାଣୀ, ୧୧ ତାରିଖରେ ବଡଚଣା ବ୍ବ୍ଲକ କାର୍ଯ୍ୟାଳୟ ଠାରେ ମିଳିତ ଅଭିଯୋଗ ଶୁଣାଣୀ ଓ ମହା ସମାଧାନ ଶିବିର, ୧୮ ତାରିଖରେ ଧର୍ମଶାଳା ବ୍ବ୍ଲକ କାର୍ଯ୍ୟାଳୟ ଠାରେ ମିଳିତ ଅଭିଯୋଗ ଶୁଣାଣୀ, ୨୫ ତାରିଖରେ ଯାଜପୁର ବ୍ବ୍ଲକ ବେରୁଦା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଅଭିଯୋଗ ପ୍ରକୋଷ୍ଠ ପକ୍ଷରୁ ପ୍ରକାଶ ।
ଜାଣନ୍ତୁ ଯାଜପୁର ଜିଲ୍ଲାର କେଉଁଠି ହେବ ଅଭିଯୋଗ ଶୁଣାଣି ? ନିଜର ଅଭିଯୋଗ ଦେବା ପାଇଁ ପ୍ରସ୍ତୁତ ରୁହନ୍ତୁ
|
February 1, 2019 |
