ଛାତ୍ରଛାତ୍ରୀ ଦେଖିଲେ ସୂର୍ଯ୍ୟପରାଗ

Spread the love
ରାଉରକେଲା: ଆଜି ସୂର୍ଯ୍ୟ ପରାଗ ଦେଖିବା ପାଇଁ ବହୁତ ଉତ୍ସାହିତ ଥିଲେ ଛାତ୍ରଛାତ୍ରୀ । ଏନେଇ ରାଉରକେଲାରେ ବିଜ୍ଞାନ ଚେତନା ମଞ୍ଚ ତରଫରୁ ସୂର୍ଯ୍ୟ ପରାଗ ଦେଖିବା ପାଇଁ ସନ ଫିଲଟରର ବ୍ୟବସ୍ଥା କରଯାଇଥିଲା। ଯାହାଫଳରେ ସକାଳ ଛାତ୍ରଛାତ୍ରୀମାନେ ପରାଗ ଦେଖି ପାରିବା ସହ ଫଟୋ ଉଠାଇଥିଲେ। ମେଘୁଆ ପାଗ କାରଣରୁ ଛାତ୍ରଛାତ୍ରୀମାନେ ଅଳ୍ପ ସମୟ ପାଇଁ ପରାଗ ଦେଖି ନିରାଶ ହୋଇଥିଲେ। // Report- S Nayak

Related Posts

About The Author

Add Comment