ଛାଡିଲେ ବିଜେପୁର ରଖିଲେ ହିଞ୍ଜଳି: ବିଜେପୁର ବିଧାନସଭା ଆସନରୁ ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ
ଛାଡିଲେ ବିଜେପୁର ରଖିଲେ ହିଞ୍ଜଳି: ବିଜେପୁର ବିଧାନସଭା ଆସନରୁ ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ
Manas Kumar Rout |
June 2, 2019 |
ଭୁବନେଶ୍ୱର ୨/୬ (ସନ୍ଧାନ ନିୟୁଜ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚିତ ହୋଇଥିବା ବିଜେପୁର ବିଧାନସଭା ଆସନରୁ ଆଜି ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫାପତ୍ର ବାଚସ୍ପତିଙ୍କ ନିକଟକୁ ପଠାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୁଚନା ମିଳିଛି । ବିଜେପୁରବାସୀ ଭଲପାଇବାଇବା ସହ ତାଙ୍କ ନିର୍ବାଚିତ କରିଥଇବାରୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତୀ । ସୂଚନାଯୋଗ୍ୟ ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଓ ହିଞ୍ଜିଳି ଆସନରୁ ବିଜୟୀ ହୋଇଥିଲେ। ସେ ପ୍ରଥମ ଥର ପାଇଁ ୨ଟି ଆସନରୁ ଲଢ଼ି ବିଜୟୀ ହୋଇଥିଲେ।

Related Posts
About The Author