ଚୀନ୍‌ରେ ବିମାନ ଦୁର୍ଘଟଣା, ୧୩୩ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ

Spread the love
ନୂଆଦିଲ୍ଲୀ, ୨୧/ ୦୩ (ସନ୍ଧାନ ନିଉଜ) ଚୀନ୍‌ରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ୧୩୩ ଜଣ ଯାତ୍ରୀଙ୍କୁ ନେଇ ବୋଇଂ ୭୩୭ ବିମାନଟି ଯାଉଥିବା ବେଳେ ଦୁର୍ଘଟଣା ହୋଇଛି । ଚୀନର କୁନମିଙ୍ଗରୁ ଗୁଆଙ୍ଗସିକୁ ଉଡାଣ ବେଳେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି ।  ତେବେ ଗୁଆଙ୍ଗସି ଅଞ୍ଚଳରେ ପାହାଡରେ ପିଟି ହୋଇ ନିଆଁ ଲାଗିଥିବା ସୂଚନା ମିଳିଛି । ହେଲେ କେତେ ଜଣଙ୍କର ମୃତ୍ୟୁ ହୋଇଛି ସେନେଇ ସ୍ପଷ୍ଟ ଭାବେ ସୂଚନା ମିଳିନାହିଁ ।

Related Posts

About The Author

Add Comment