ଚୀନରେ ଭୂକମ୍ପ: ୧୨ ମୃତ, ୧୦୦ ରୁ ଅଧିକ ଆହତ

Spread the love

ନୂଆଦିଲ୍ଲୀ ୧୮/୬ (ସନ୍ଧାନ ନିୟୁଜ) ଚୀନର ସିଚୁଆନ ପ୍ରାନ୍ତରେ ସୋମବାର ରାତି ଏବଂ ମଙ୍ଗଳବାର ସକାଳେ ଆସିଥିବା ଭୂକଂପର ଦୁଇଟି ଶକ୍ତିଶାଳୀ ଝଟକାରେ ଅତିକମରେ ୧୨ ଜଣଲୋକଙ୍କର ମୃତ୍ୟୁ ହୋଇଛି ଏବଂ ୧୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଚୀନୀ ଭୂକମ୍ପ କେନ୍ଦ୍ର (ସିଇଏନସି) ର ଅନୁସାରେ ରେକ୍ଟର ସ୍କେଲରେ ୬.୦ ତୀବ୍ରତା ବିସିଷ୍ଟ ଥିଲା। ପ୍ରଥମ ଝଟକା ସ୍ଥାନୀୟ ସମୟାନୁସାରେ ସୋମବାର ରାତି ୧୦ଟା ୫୫ ମିନଟରେ ୟୀପିନ ସହରର ଛାଂଗନିଙ୍ଗ ରେ ଆସିଛିଲା। ମଙ୍ଗଳବାର ସକାଳେ ଅନୁଭବ ହୋଇଥିବା ଦ୍ୱିତୀୟ ଝଟକାର ତୀଵ୍ରତା ରେକ୍ଟର ସେକେଲରେ ୫.୩ ମପାଯାଇଥିଲା।

ଜରୁରୀକାଳୀନ ପ୍ରବନ୍ଧନ ମନ୍ତ୍ରଣାଳୟ କହିଛି, ”ବର୍ତ୍ତମାନ ପର୍ଯ୍ୟନ୍ତ ୧୨ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୨୫ ଲୋକ ଆହତ ହୋଇଛନ୍ତି। “

 

odiapua

Related Posts

About The Author

Add Comment