ସୁନ୍ଦରଗଡ଼ ତା:୨୩/୧୨/୨୦୨୧(ସନ୍ଧାନ ନିଉଜ /ରାଜୁ ପଟେଲ ) ତଲସରା ଥାନା ଅନ୍ତର୍ଗତ ରାଉଳଡେଗା ସପ୍ତାହିକ ହାଟରୁ ଜଣେ ଯୁବକ ରାଉଳଡେଗା ଗ୍ରାମର ଜଣେ ବୃଦ୍ଧ ଗୌରୀ ବେହେରାଙ୍କୁ ସାଇକେଲରେ ବସାଇ ଘରକୁ ଯାଇଥିଲେ । ସାଇକେଲରେ ଯାଇଥିବା ସମୟରେ ଗୌରୀ ବେହେରା ଙ୍କ ହାତ ସାଇକେଲର ପଛ ଚକରେ ପଶି ଯିବାରୁ ଦୁହେଁ ସାଇକେଲରୁ ଖସି ପଡି ଆହତ ହୋଇଥିଲେ । ଆହତ ଅବସ୍ଥାରେ ଅଞ୍ଚଳବାସୀ ୧୦୮ଯୋଗେ ତାଙ୍କୁ ସବଡେଗା ପ୍ରାଥମିକ ଚିକିତ୍ସାଲୟକୁ ପଠାଇ ଚିକିତ୍ସା କରାଇଥିବା ଜଣାପଡିଛି ।
ଚଳନ୍ତା ସାଇକେଲରେ ହାତ ପଶି ଜଣେ ବୃଦ୍ଧ ଗୁରୁତର ଆହତ
|
December 24, 2021 |
![](https://sandhannews.com/wp-content/uploads/2021/12/sabdega-3.jpg)