ଚଣ୍ଡିଖୋଲ କୋର୍ଟରେ ରଷ୍ଟ୍ରୀୟ ଲୋକ ଅଦାଲତ, ୪ଲକ୍ଷ ୬୦ହଜାର ଟଙ୍କା ଆଦାୟ

Spread the love

ବଡଚଣା, ୯/୩ (ସନ୍ଧାନ ନିୟୁଜ) ଚଣ୍ଡିଖୋଲ କୋର୍ଟ ପରିସରରେ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ସମୁଦାୟ ୨୩ଟି ବ୍ୟାଙ୍କ କେଶରୁ ଋଣ ବାବଦରେ ୪ ଲକ୍ଷ ୬୦ ହଜା ଟଙ୍କା ଆଦାୟ କରାଯାଇ ଥିଲା । ସେହିପରି ୬ଟି କ୍ରିମିନାଲ କେଶ, ୨ଟି ବିବାହ ବିଛେଦ ସମ୍ପର୍କୀୟ ଓ ୩ଟି ଜମିଜମା ସଂକ୍ରାନ୍ତୀୟ କେଶ ଫଏସଲା କରାଯାଇଥିଲା । କୋର୍ଟର ସବଜଜ ଜୀବନାନନ୍ଦ ପାଢୀ ଓଜେ.ଏମ.ଏଫ.ଏସି. ଶୁଶ୍ରୀ ନେହା ଅଗ୍ରାଓାଲାଙ୍କ ପ୍ରତ୍ୟେଖ ତତ୍ୱବଧାନରେ ଆଖପାଖର ବହୁ ବ୍ୟାଙ୍କର କର୍ମଚାରୀ ମାନେ ଏହି ଲୋକ ଅଦାଲତରେ ସାମିଲି ହୋଇଥିଲେ ।

Related Posts

About The Author

Add Comment