ଘାଟିରେ ଓଲଟିଲା ବରଯାତ୍ରୀ ଗାଡି

Spread the love

କୋରାପୁଟ , ୦୪/୦୬/୨୦ (ସନ୍ଧାନ ନିଉଜ) :  ଘାଟିରେ ଓଲଟିଲା ବରଯାତ୍ରୀ ଗାଡି । ଦୁର୍ଘଟଣାରେ ୨ ମୃତ ୩୦ ଆହତ । ଆହତମାନଙ୍କୁ କୁମୁଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକର ଗୁରୁମାଇ ଗୁଡ଼ା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ବୋଡିଗାଁରୁ ମୁଣ୍ଡିଗୁଡାକୁ ୩୫ ଜଣ ବରଯାତ୍ରୀଙ୍କୁ ନେଇ ଏକ ୪୦୭ ଗାଡ଼ି ବାହାଘରକୁ ଯାଉଥିବା ବେଳେ ଗୁରୁମାଇ ଗୁଡ଼ା ଠାରେ ଭାର ସାମ୍ୟ ହରାଇ ଓଲଟି ପଡ଼ିଛି ।

Related Posts

About The Author

Add Comment