ବେତନଟୀ, 25.11.2020 (ଲିଙ୍ଗରାଜ ପଣ୍ଡା): ବେତନଟୀ ଡାକ୍ତରଖାନା ପରିସରରେ ଓପିଡି ଏବଂ ଆଇପିଡି କୋଠା ନିର୍ମାଣ ନିମନ୍ତେ ଅତ୍ୟନ୍ତ ନିମ୍ନମାନର ଲାଗିଯାଇଥିବାର ଦେଖି ବିଭାଗୀୟ ଅଧିକାରୀ ଇଂ. ରାଜେଶ ପ୍ରଧାନ ଠିକାଦାର ଉପରେ ବିରକ୍ତ ବିଧିବଦ୍ଧ ବିଜ୍ଞପ୍ତି ପରେ ୧କୋଟି ୨୦ଲକ୍ଷରୁ ଉଦ୍ଧି ଟଙ୍କାର ବ୍ୟୟ ଅଟକଳରେ କୋଠାଘର ନିର୍ମାଣ ହେଉଛି । ଗ୍ରାମ୍ୟ ହେବା ସହିତ ତୁରନ୍ତ ସେଗୁଡିକୁ ବଦଳାଇବାକୁ ନିର୍ଦ୍ଦେଶ ଦେଇଥିଲେ । ପୁନଶ୍ଚ ଉକ୍ତ କୋଠାଘର ନିର୍ମାଣରେ ଉନ୍ନୟନ ବିଭାଗ ନିରୀକ୍ଷଣରେ ହେଉଥିବା ଏହି କୋଠାଘର ନିର୍ମାଣରେ ବ୍ୟାପକ ଅନିୟମିତତା ହେଉଥିବା ନକଲି ଲୁହାଛଡ ଏବଂ ଅନୁମତି ନଥିବା ଅତ୍ୟନ୍ତ ନିମ୍ନମାନର ବେନାମି କମ୍ପାନିର ସିମେଣ୍ଟ ବ୍ୟବହାରର ତଦନ୍ତ ଅଭିଯୋଗ ହୋଇଛି । ଏ ନେଇ ତାତିଲେ ସ୍ଥାନୀୟ ଜନସାଧାରଣ । ସୂଚନାନୁସାରେ, ଏହି କୋଠାଘର ନିର୍ମାଣ ପାଇଁ ସ୍ଥାନୀୟ ଜନସାଧାରଣ ଅଡି ବସିଥିଲେ । ଜନସାଧାରଣଙ୍କୁ ସମର୍ଥନ କରି ଜିଲ୍ଲାପରିଷଦ ସସ୍ମିତା ଓଝା ଉଚ୍ଚ ଦାୟିତ୍ରରେ ଥିବା ରାମଜିତ ମାଣ୍ଡି ବ୍ୟାପକ ଦୁର୍ନୀତି ସହିତ ଅତ୍ୟନ୍ତ ନିମ୍ନମାନର ସିମେଣ୍ଟ ଏବଂ ଲୁହାଛଡ ସହିତ ସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି । ଏନେଇ ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ଅଧିକାରୀ ଶ୍ରୀଯୁକ୍ତପ୍ରଧାନଙ୍କୁ ଯୋଗାଯୋଗ ଝରକାବନ୍ଧ ଏବଂ ମାର୍ବଲ ଟାଇଲ ବ୍ୟବହାର କରୁଥିବା ନେଇ ଜନସାଧାରଣ ଅଭିଯୋଗ କରିଥିଲେ । ମାତ୍ର କରିବାରୁ ସେ ଘଟଣାର ଅନୁଧ୍ୟାନ କରୁଥିବା ପ୍ରକାଶ କରିଛନ୍ତି । ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗକୁ ଖାତିର ନକରି ଠିକାଦାର ରାମଜିତ ମାଣ୍ଡି ନିଜର ଇଚ୍ଛା ମୁତାବକ କାମ । ପୁନଶ୍ଚ କାର୍ଯ୍ୟଟି ୨୦୧୮ ମସିହା ନଭେମ୍ବର ୧୬ତାରିଖରେ ଆରମ୍ଭ ହୋଇଥିବା ବେଳେ ୨୦୧୯ ମସିହା କରିଚାଲିଥିଲେ । ଶେଷରେ ଉଭ୍ୟକ୍ତ ସ୍ଥାନୀୟ ଜନସାଧାରଣ ମଙ୍ଗଳବାର ସକାଳେ ନିର୍ମାଣସ୍ଥଳୀକୁ ଆସି କାମର ନଭେମ୍ବର ୧୫ ତାରିଖ ସୁଦ୍ଧା ଶେଷ ହେବାକଥା । ମାତ୍ର ସେଥିରେ ମଧ୍ୟ ଅହେତୁକ ବିଳମ୍ବ ପାଇଁ ଜନସାଧାରଣ ବିରୋଧ କରିଥିଲେ । ଯୁବସମାଜସେବୀ, ଅଜୟ ଓଝା, ଜୀବନ ଦାଶ, ସୁଧାକର ପଣ୍ଡା, ସଠିଲୋ ସରପଞ୍ଚ ବିଜୟ ଠିକାଦାର ଏବଂ ଅଧିକାରୀଙ୍କୁ ଘେରିଥିଲେ । ପୁନଶ୍ଚ ଦେନାମି ସିମେଣ୍ଟ ବ୍ୟବହାର ଘଟଣାକୁ ଏସଡ଼ିଓ ଇଂ.ପ୍ରଧାନ ସିଂ, ଶେଖ ତାଜୁ, ଗୌରଙ୍ଗା ସାହୁଙ୍କ ସମେତ ବହୁସଂଖ୍ୟକ ଅଭିଯୋଗକାରୀ ଉପସ୍ଥିତ ଥିଲେ । ଖବରପାଇ ୩୫ନଂ ସୀକାର କରିଥିବା ବେଳେ ଉକ୍ତ ସିମେଣ୍ଟ ଗୁଡିକ ଭୁଲବଶତଃ ଆସିଥିବା ବେଳେ ସେଗୁଡ଼ିକୁ ତୁରନ୍ତ ଫେରାଇ ଜିଲ୍ଲାପରିଷଦ ସସ୍ମିତା ଓଝା, ଗ୍ରାମ୍ୟ ଉନ୍ନୟନ ବିଭାଗ ବେତନଟୀ ଉପଖଣ୍ଡ ଅଧିକାରୀ ଇଂ. ରାଜେଶ ପ୍ରଧାନ, ଦିଆଯାଇଥିବା ପ୍ରତିକ୍ରିୟାରେ କହିଛନ୍ତି । ତେବେ ୧କୋଟି ୨୦ଲକ୍ଷରୁ ଉର୍ଷ ଟଙ୍କାର ପ୍ରକଳ୍ପରେ ଠିକାଦାର ରାମଜିତ ଡାକ୍ତରଖାନା ଅଧିକାରୀ ଡ. ସିପୁନ ପଣ୍ଡା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ଘରର ଝରକାବନ୍ଧ ଗୁଡିକ ମାଣ୍ଡିଙ୍କ ମହାଦୁର୍ନୀତିର ପର୍ଦାଫାସ ପାଇଁ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ଉଭ୍ୟକ୍ତ ଜନତା
ଗ୍ରାମ୍ୟଉନ୍ନୟନ ବିଭାଗର କୋଠା ନିର୍ମାଣରେ ବ୍ୟାପକ ଦୁର୍ନୀତି
|
November 25, 2020 |


