ଗୋଡି଼ପାଟିଆ ଗ୍ରାମରେ ଗୀତା ଯଜ୍ଞ

Spread the love

ଧର୍ମଶାଳା, ୨୧ /୩ (ସନ୍ଧାନ ନିଉଜ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଅଂଜିରା ପଂଚାୟତ ଅଧିନ ଗୋଡ଼ିପାଟିଆ ଗ୍ରାମରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଗୀତା ଯଜ୍ଞ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗ୍ରାମବାସୀମାନଙ୍କ ପୂର୍ଣ୍ଣ ସହେଯାଗ କ୍ରମେ ଆୟୋଜିତ ହୋଇଥିବା ଏହି ଉତ୍ସବରେ ୩ ଦିନ ବ୍ୟାପୀ ଭିନ୍ନ ଭିନ୍ନ ଦିବସରେ ଶୁଭାଧିବାସ,ଘଟ୍ଟୋତଳନ, ନାମ ସଂକୀର୍ତନ, ଗୀତା ଯଜ୍ଞ ପୂର୍ଣ୍ଣାହୋତି ସମାପନ ହୋଇଛି ,ପ୍ରସାଦ ସେବନ ଆଦି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସବୁ ବୈଦିକରୀତି ମତେ ସଂପାଦିତ ହୋଇଥିଲା ।

Related Posts

About The Author

Add Comment