ଗୋଡ଼ିପାଟିଆ ଗ୍ରାମରେ ୨୪ ତମ ଶ୍ରୀମଦ୍ ଭାଗବତ ଗୀତାଯଜ୍ଞ

Spread the love

ଜେନାପୁର, ୦୯/୦୩ (ସନ୍ଧାନ ନିୟୁଜ) ଧର୍ମଶାଳା ବ୍ଲକ ଅଞ୍ଜିରା ପଞ୍ଚାୟତ ଗୋଡ଼ିପାଟିଆ ଗ୍ରାମର ୨୪ତମ  ବାର୍ଷିକ ଶ୍ରୀମଦ୍ ଭାଗବତ ଗୀତାଯଜ୍ଞ ମହାସମାରୋହରେ ଆରମ୍ଭ ହୋଇଯାଇଛି । ୩ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ମହାଯଜ୍ଞରେ ତା ୦୭/୦୩/୨୦୨୦ ରିଖ ଶନିବାର ଅଙ୍କୁରା ରୋପଣ କଳସ ସ୍ଥାପନ କରାଯାଇଥିବା ବେଳେ ତା ୦୮/୦୩/୨୦୨୦ ରିଖ ରବିବାର , ଗୋପୂଜା, ସୂର୍ଯ୍ୟପୂଜା, ଅଗ୍ନିସ୍ଥାପନ ଓ ଗୀତାପଠନ ତା ୦୯/୦୩/୨୦୨୦ ରିଖ ସୋମବାର ସୂର୍ଯ୍ୟପୂଜା, ଗୋପୂଜା ଓ ଗୀତାପଠନ ,ପୂର୍ଣ୍ଣାହୁତି ଚରୁ ବଣ୍ଟନ ଓ ପ୍ରସାଦ । ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ବୋଲି ମା ସିନ୍ଦୁରାଇ ୟୁଥ୍ କ୍ଳବ୍ ତରଫରୁ   ସୂଚନା ମିଳିଛି ।

Report – Kulamani Pradhan 

Related Posts

About The Author

Add Comment