ଗୋଡ଼ିପାଟିଆ ଗୋପାଳ ସାହିରେ ଅଷ୍ଟପ୍ରହର ନାମ ଯଜ୍ଞ

Spread the love

ଧର୍ମଶାଳା, ୨୦ /୨ (ସନ୍ଧାନ ନିଉଜ) ଗୋଡ଼ିପାଟିଆ (ଗୋପାଳ ସାହି) ରେ ଅଷ୍ଟପ୍ରହର ନାମ ଯଜ୍ଞ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଅଂଜିରା ପଂଚାୟତ ଅଧିନ ଗୋଡ଼ିପାଟିଆ (ଗୋପାଳ ସାହି) ଗ୍ରାମରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅଷ୍ଟପ୍ରହର ନାମ ଯଜ୍ଞ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗ୍ରାମବାସୀମାନଙ୍କ ପୂର୍ଣ୍ଣ ସହେଯାଗ କ୍ରମେ ଆୟୋଜିତ ହୋଇଥିବା ଏହି ଉତ୍ସବରେ ୩ ଦିନ ବ୍ୟାପୀ ଭିନ୍ନ ଭିନ୍ନ ଦିବସରେ ଶୁଭାଧିବାସ,ଘଟ୍ଟୋତଳନ,ଅହରାତ୍ର ନାମ ସଂକୀର୍ତନ,ନଗର ପରିକ୍ରମା,ପ୍ରସାଦ ସେବନ  କରାଯାଇଥିଲା ।

Related Posts

About The Author

Add Comment