ଗୋକର୍ଣ୍ଣିକା ସାହିତ୍ୟ ସମାଜ ପ୍ରତିଷ୍ଠା ସମାରୋହ ୨୭ରେ

Spread the love

ଧର୍ମଶାଳା,  ୨୦/୧୦ (ସନ୍ଧାନ ନିଉଜ) : ଧର୍ମଶାଳା ଅଂଚଳରୁ ପ୍ରକାଶ ପାଉଥିବା ପ୍ରତିଷ୍ଠିତ ସାହିତ୍ୟନୁଷ୍ଠାନ ଗୋକର୍ଣ୍ଣିକା ସାହିତ୍ୟ ସମାଜର ପ୍ରତିଷ୍ଠା ଉସôବ ଆସନ୍ତା ୨୭ ତାରିଖରେ ପୂର୍ବାହ୍ନ ୧୦ଟାରେ ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଗୋକର୍ଣ୍ଣେଶ୍ୱର ମହାଦେବମନ୍ଦିର ପରିସରରେ ଅନୁଷ୍ଠିତ ହେବ । ଏନେଇ ‘ଗୋକର୍ଣ୍ଣିକା’ ର ସଂପାଦକ ରମାକାନ୍ତ ଜେନା, ଉପସଭାନେତ୍ରୀ ମିନତୀ ସାହୁ, ସଂପାଦକ ବ୍ରଜବନ୍ଧୁ ଶତପଥି , ସହ ସଂପାଦକ ସଂଗ୍ରାମ କେଶରୀ ଜେନା ଆଜି ଏକ ପ୍ରେସ୍ ବିବୃତିରେ କହିଛନ୍ତି ।

Related Posts

About The Author

Add Comment