ଗାଈ ରାସ୍ତାକୁ ଛାଡ଼ିଲେ ୫ ହଜାର ଫାଇନ୍

Spread the love
ଭୁବନେଶ୍ୱର, ୧/୨/୨୦ (ସନ୍ଧାନ ନିଉଜ) : ରାଜଧାନୀରେ ଗୋ ପାଳକ ଯଦି ଗୋରୁଗାଈଙ୍କୁ ରାସ୍ତାକୁ ଛାଡ଼ି ଧରାପଡ଼ନ୍ତି, ତା’ହେଲେ ୫ ହଜାର ଟଙ୍କା ଫାଇନ୍ ଦେବେ। ବୁଲୁଥିବା ଗୋରୁଗାଈଙ୍କୁ ବିଏମ୍‌ସିର ଟିମ୍ ଧରି କାଞ୍ଜିଆ ହୁଦାରେ ରଖିବେ। ସମାନଙ୍କୁ ମୁକୁଳାଇବା ପାଇଁ ଗୋ ପାଳକଙ୍କଠାରୁ ଜରିମାନା ନିଆଯିବ। ଗୋରୁଗାଈଙ୍କୁ ଧରାଯିବାର ତିନି ଦିନ ମଧ୍ୟରେ ସେମାନଙ୍କର ଗୋରୁଗାଈ ବୋଲି ଗୋପାଳକ ଦାବି କରିପାରିବେ। ଯଦି ଦ୍ୱିତୀୟ ଥର ଗୋରୁଗାଈ ଧରାପଡ଼ନ୍ତି ତାହେଲେ ସମ୍ପୃକ୍ତ ଗୋରୁଗାଈଙ୍କୁ ପଡୋଶୀ ଜିଲ୍ଲାର ଯେଉଁ ସ୍ୱଂୟ ସହାୟକ ଗୋଷ୍ଠୀ ଡାଏରୀ ଫାର୍ମ କରିଥିବେ ସେମାନଙ୍କୁ ହସ୍ତାନ୍ତର କରାଯିବ ବୋଲି ନିଷ୍ପତି ନିଆଯାଇଛି ।

Related Posts

About The Author

Add Comment