ଗଞ୍ଜାମ ଜିଲ୍ଲାରୁ କରୋନା ପୁଣି ଗଲା୨ ମୁଣ୍ଡ

Spread the love

ଭୁବନେଶ୍ୱର ୨୯/୦୬ (ସନ୍ଧାନ ନିଉଜ) ଗଞ୍ଜାମ ଜିଲ୍ଲାରୁ କରୋନା ନେଲା ପୁଣି ୨ ମୁଣ୍ଡ। ଆଜି ଓଡ଼ିଶା ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲାରେ ଆଉ ଦୁଇ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ତେବେ ଜିଲ୍ଲାରେ ମୋଟ ମୃତକଙ୍କ ସଂଖ୍ୟା ୧୨ ରେ ପହଁଚିଥିବା ବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୬୭ ହୋଇଛି ଏବଂ ଆଜି ୯୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ୮୯୨ ଜଣ ଆରୋଗ୍ୟ ହୋଇଥିବା ବେଳେ ୪୬୩ ବର୍ତ୍ତମାନ ସକ୍ରୀୟ ଅଛନ୍ତି।

ଏହା ସହ ରାଜ୍ୟରେ ମୋଟ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୨୩ ହୋଇଥିବା ବେଳେ ଅନ୍ୟ କରାଣରୁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ୱାଶ୍ୟ ବିଭାଗ ସୂଚନା ଦେଇଛି।

ରାଜ୍ୟରୁ

– ନୂଆ ଆକ୍ରାନ୍ତ: ୨୪୫

– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୧୪

– ସ୍ଥାନୀୟ ଅଞ୍ଚଳରୁ – ୩୧

– ୧୯ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୯୬ ଆକ୍ରାନ୍ତ ଚିହ୍ନଟ

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ

୧- ବାଲେଶ୍ୱର ଜିଲ୍ଲାରୁ – ୨

୨- ବରଗଡ଼ ଜିଲ୍ଲାରୁ – ୧୦

୩- ଭଦ୍ରକ ଜିଲ୍ଲାରୁ – ୨

୪- କଟକ ଜିଲ୍ଲାରୁ – ୭

୫- ଢେଙ୍କାନାଳ ଜିଲ୍ଲାରୁ – ୩

୬- ଗଜପତି ଜିଲ୍ଲାରୁ – ୭

୭- ଗଞ୍ଜାମ ଜିଲ୍ଲାରୁ – ୯୬

୮- ଜଗତସିଂହପୁର ଜିଲ୍ଲାରୁ – ୯

୯- ଯାଜପୁର ଜିଲ୍ଲାରୁ – ୪୦

୧୦- ଝାରସୁଗୁଡ଼ା ଜିଲ୍ଲାରୁ – ୧

୧୧- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୮

୧୨- କେନ୍ଦୁଝର ଜିଲ୍ଲାରୁ – ୭

୧୩- ଖୋର୍ଦ୍ଦା ଜିଲ୍ଲାରୁ – ୨୮

୧୪- ମୟୁରଭଞ୍ଜ ଜିଲ୍ଲାରୁ – ୫

୧୫- ନବରଙ୍ଗପୁର ଜିଲ୍ଲାରେ: ୭

୧୬- ନୟାଗଡ଼ ଜିଲ୍ଲାରୁ – ୩

୧୭- ରାୟଗଡ଼ା ଜିଲ୍ଲାରୁ – ୧

୧୮- ସୋନପୁର ଜିଲ୍ଲାରୁ – ୧

୧୯- ସୁନ୍ଦରଗଡ଼ ଜିଲ୍ଲାରୁ : ୬

୨୦- – NDRF କର୍ମଚାରୀ (ଯେଉଁମାନେ ଅମ୍ଫାନ୍ ଡ୍ୟୁଟି ସାରି ପଶ୍ଚିମବଙ୍ଗରୁ ଆସିଥିଲେ )/ ODRAF: ୦୨

– ନୂଆ ସୁସ୍ଥ ହୋଇଥିଲେ ୧୩୭

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି – ୨୬୦୪୨୮

– ମୋଟ ଆକ୍ରାନ୍ତ ୬୮୫୯

– ମୋଟ ସୁସ୍ଥ ହେଲେଣି ୪୭୪୩

– ସକ୍ରୀୟ ଆକ୍ରାନ୍ତ – ୨୦୮୬

– ମୋଟ ମୃତ – ୩୦

– କରୋନା କାରଣରୁ ମୃତ – ୨୩

Related Posts

About The Author

Add Comment